ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ଜଣକ ଚନ୍ଦନଭାଟି ଗ୍ରାମର ରୂପେଶ କର୍ତ୍ତୀ (୪୧) ବୋଲି ଜଣାପଡ଼ିଛି। ଅପରାହ୍ଣ ପ୍ରାୟ ୩ଟାରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଲୋକେ ଦେଖିବାକୁ ପାଇଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ପୋଖରୀରେ ବୁଡ଼ି ଯୁବକ ମୃତ
/sambad/media/post_attachments/wp-content/uploads/2023/06/dead-fff.jpg)