ନୂଆପଡା: କୋମନା ଥାନା ଘୋଟସରସ୍ଥିତ ୩୫୩ ଜାତୀୟ ରାଜପଥ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।। ବାଇକ୍କୁ ଦ୍ରୁତଗାମୀ ଟ୍ରକ୍ ଧକ୍କା ମାରିଛି। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।। ବାଇକ୍ ଆରୋହୀ ବୋଡ଼େନ ଥାନା କିରେକେଲା ଟାଙ୍ଗିରୀ ପଡ଼ାର ଟଙ୍କଧର ମାଝୀ (୩୦)ବୋଲି ଜଣାପଡ଼ିଛି।। ଘଟଣା ସ୍ଥଳରେ କୋମନା ପୁଲିସ୍ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
ବାଇକ୍କୁ ପିଟିଲା ଦ୍ରୁତଗାମୀ ଟ୍ରକ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/11/Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)