ଜମନକିରା/ପଡ଼ିଆବାହାଲ: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗଉଡ଼ପାଲି ଫାଣ୍ଡି କୁଲୁଣ୍ଡି ପଂଚାୟତର ବନମାଳ ଗ୍ରାମର ଏକ ଦମ୍ପତି ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକ ଦମ୍ପତି ହେଲେ ଡିଲେଶ୍ବର ବେହେରା (୫୦) ଓ ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବେହେରା (୪୫)। ଘରୋଇ କଳହକୁ ନେଇ ସେମାନେ କୀଟନାଶକ ପିଇ ଦେଇଥିବା ଚର୍ଚ୍ଚା ହେଉଥିବାବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ଘରୋଇ କଳି ନେଲା ଜୀବନ ବିଷ ପିଇଲେ ଦମ୍ପତି
/sambad/media/post_attachments/wp-content/uploads/2018/11/Suicide-Drinking-Poison-300x150.jpg)