କଟକ: ହାଇକୋର୍ଟର କାର୍ଯ୍ୟରତ ଜଣେ ବିଚାରପତିଙ୍କ ଘର ଭିତରୁକୁ ସିବିଆଇ ଅଧିକାରୀମାନେ ପ୍ରବେଶ କରିବା ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାରେ ଆଜି ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛି। ହାଇକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମେତ ସିବିଆଇଙ୍କୁ ନୋଟିସ ଜାରି କରିଥିବା ଜଣାପଡ଼ିଛି।
ବିଚାରପତିଙ୍କ ଘରେ ସିବିଆଇ ପ୍ରବେଶ ମାମଲା: ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ
/sambad/media/post_attachments/wp-content/uploads/2017/09/High-Court_Odisha.jpg)