ଜଗତସିଂହପୁର ଜିଲ୍ଲାର ୮ରୁ ୮ ଜିଲ୍ଲା ପରିଷଦ ଜୋନରେ ବିଜେଡି ବିଜୟୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ୮ଟା ବ୍ଲକରେ ଭୋଟ୍ ଗଣତି  ପରେ ଫଳାଫଳ ସାମନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ସମସ୍ତ ବ୍ଲକରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ଏକମାତ୍ର ବ୍ଲକ୍ କୁଜଙ୍ଗ ବ୍ଲକରେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଅନ୍ୟ ୭ଟି ବ୍ଲକରେ ବିଜେଡି ପ୍ରାର୍ଥୀମାନେ ଆଗରେ ରହିଥିଲେ। ନିମ୍ନରୁ ଜାଣନ୍ତୁ ଜଗତସିଂହପୁର ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ

ନିର୍ବାଚନ ମଣ୍ତଳୀ: ପାରାଦୀପ
ବ୍ଲକ୍‌: କୁଜଙ୍ଗ
ଜୋନ୍‌: ୫
ବିଜେଡି: ୧୩୮୧୧
ବିଜେପି: ୧୦୮୧୧
କ˚ଗ୍ରେସ: ୭୫୨
ବିଜେଡି ବିଜୟୀ: ୩୦୦୦

ବ୍ଲକ୍‌: ରଘୁନାଥପୁର (ତିର୍ତ୍ତୋଲ ବିଧାନସଭା)
ଜୋନ୍‌: ୨୫
ବିଜେଡି: ୧୬୯୯୬
ବିଜେପି: ୭୦୪୧
କ˚ଗ୍ରେସ: ୨୮୭୯
ବିଜେଡି ବିଜୟୀ : ୯୯୫୫

ବ୍ଲକ୍‌: ତିର୍ତ୍ତୋଲ
ଜୋନ୍‌: ୧୩

ବିଜେଡି: ୧୪,୪୮୧
ବିଜେପି: ୨୭୩୩
କ˚ଗ୍ରେସ: ୯୫୫୨
ବିଜେଡି ବିଜୟୀ: ୪,୯୨୯

ବ୍ଲକ୍‌ ଓ ବିଧାନସଭା (ଜଗତସିଂହପୁର)
ଜୋନ୍‌: ୯
ବିଜେଡି: ୧୬୪୬୨
ବିଜେପି: ୩୩୩୧
କ˚ଗ୍ରେସ: ୬୪୬୦
ବିଜେଡି ବିଜୟୀ: ୧୦,୦୦୨

ବ୍ଲକ୍‌: ଏରସମା(ବାଲିକୁଦା- ଏରସମା ବିଧାନସଭା)
ଜୋନ୍‌: ୧
ବିଜେଡି: ୧୦୨୬୫
ବିଜେପି: ୨୧୪୩
କ˚ଗ୍ରେସ: ୮୨୬୬
ବିଜେଡି ବିଜୟୀ: ୧୯୯୯

ବ୍ଲକ୍‌: ବିରିଡ଼ି(ତିର୍ତ୍ତୋଲ ବିଧାନସଭା)
ଜୋନ୍‌: ୧୩
ବିଜେଡି: ୧୬,୬୧୮
ବିଜେପି: ୭୨୨୬
କ˚ଗ୍ରେସ: ୨୬୯୯
ବିଜେଡି ବିଜୟୀ: ୯୩୯୨

ବ୍ଲକ୍‌: ନାଉଗାଁ( ଜଗତସିଂହପୁର ବିଧାନସଭା)
ଜୋନ୍‌: ୧୭
ବିଜେଡି: ୧୫୧୧୬
ବିଜେପି: ୪୯୦୨
କ˚ଗ୍ରେସ: ୬୫୦୦
ବିଜେଡି ବିଜୟୀ: ୮୬୧୬

ବ୍ଲକ୍‌: ବାଲିକୁଦା (ଵାଲିକୁଦା- ଏରସମା ନିର୍ବାଚନ ମଣ୍ତଳୀ)
ଜୋନ୍‌: ୧୯
ବିଜେଡି: ୧୩୦୭୩
ବିଜେପି: ୪୩୮୮
କ˚ଗ୍ରେସ: ୭୭୧୩
ବିଜେଡି ବିଜୟୀ: ୫୩୬୦

ସମ୍ବନ୍ଧିତ ଖବର