କାମାକ୍ଷାନଗର: କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ  ତୃତୀୟ ରାଉଣ୍ଡ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ୩୫୦୬ ଭୋଟ ପାଇଥିବାବେଳେ  ବିଜେଡି ପ୍ରାର୍ଥୀ ୨୯୮୫ ଭ‌ୋଟ ଏବଂ  କଂଗ୍ରେସ-ପ୍ରାର୍ଥୀ ୧୦୮ ଭୋଟ ପାଇଛନ୍ତି। ବିଜେପିର ଶତ୍ରୁଘନ ଜେନା ୧୮୨୧ ଭୋଟରେ  ଆଗୁଆ ରହିଛନ୍ତି