ଭୁବନେଶ୍ବର: ୧୦ ତାରିଖ ସକାଳେ ବିଜେପି ନବ ନିର୍ବାଚିତ ବିଧାୟକ ଦଳ ବୈଠକ ବସିବ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶୁଣାଇବେ। ବିଧାୟକ ଦଳର ସହମତି ପରେ ଵିଧିବଦ୍ଧ ଭାବେ ନୂଆ ମୁଖମନ୍ତ୍ରୀଙ୍କ ନାମ ଘୋଷଣା ହେବ।
ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ବୈଠକ ଅନୁଷ୍ଠିତ ହେବ । ସେହି ଦିନ ସନ୍ଧ୍ୟାରେ ବିଜେପିର ଓଡିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ`ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/9-2.jpg)