କୋରାପୁଟ:ତୃତୀୟ ରାଉଣ୍ଡରେ କୋରାପୁଟ ଲୋକସଭା ସାଂସଦ କଂଗ୍ରେସର ସପ୍ତଗୀରୀ ଉଲ୍ଲକା ୫,୪୬୫ ଭୋଟରେ ଆଗୁଆ ରହିଛନ୍ତି। ସେ ୧୧,୯୫୪ ଭୋଟ ପାଇଥିବାବେଳେ ବିଜେଡି.୬,୪୮୯ ଭୋଟ ଏବଂ ବିଜେପି ୩,୬୨୦ ଭୋଟ ପାଇଛନ୍ତି।
କୋରାପୁଟରେ କଂଗ୍ରେସ ଆଗୁଆ
/sambad/media/post_attachments/wp-content/uploads/2024/06/19-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)