ଜଳରେ ବୁଡ଼ି ଯାଉଥିବା ଲୋକର ପ୍ରାଣ ରକ୍ଷା କରିପାରିବେ ଏପରି ….

ଆଜିକାଲି ସମ୍ବାଦପତ୍ରରେ ଅନେକ ସମୟରେ ଜଳବୁଡ଼ି ଘଟଣା ଘଟୁଥିବାର ଖବର ପ୍ରକାଶିତ ହେଉଛି । ଅଧିକାଂଶ ଲୋକେ ଜଳରେ ବୁଡ଼ିଯିବାର ପ୍ରମୁଖ କାରଣ ହେଲା – ସେମାନେ ଜାଣି ନାହାନ୍ତି ସନ୍ତରଣ । ଯେତେବେଳେ ଜଣେ ପାଣିରେ ବୁଡ଼ିିଯାଏ ଓ ତା’କୁ ପାଣିରୁ ଉଦ୍ଧାର କରିବା ଲାଗି କେହି ସହାୟକ ନ ଥାନ୍ତି, ସେତେବେଳେ ସେ ଛଟପଟ ହେବାପରେ ଶାନ୍ତ ହୋଇଯାଏ ।

ଏହା ଦେଖି ଆମେ ସବୁ ଭାବୁ ବୋଧହୁଏ ବୁଡି ଯାଉଥିବା ଲୋକଟି ପ୍ରାଣ ହରାଇଲା । କିନ୍ତୁ ଏହା ଠିକ୍‌ ନୁହେଁ । ବିଶେଷଜ୍ଞ ମାନଙ୍କର ମତ ହେଲା ଯେ ଜଳରେ ଡୁବି ଯାଉଥିବା ବ୍ୟକ୍ତିର ଶବକୁ ବାହାରକୁ ନ ଆଣିବା ଯାଏଁ କେବେ ବି ଭାବନ୍ତୁ ନାହିଁ ଯେ ଲୋକଟି ମରିଯାଇଛି ।
ଯଦି ଏବେ ବି ଲୋକଟିଏ ପାଣି ଭିତରେ ଅଛି, ଏହାର ଅର୍ଥ ହେଲା ଯେ ଶରୀର ଭିତରେ ଖୁବ୍‌ ପାଣି ଭର୍ତ୍ତି ହୋଇଯାଇଛି । ଏହି କାରଣରୁ ଶରୀରର ଅଙ୍ଗ କାର୍ଯ୍ୟକ୍ଷମ ହୋଇ ନଥାଏ । ଜଳରେ ବୁଡି ଯାଉଥିବା ଲୋକ ଦୁଇ ଘଣ୍ଟା ଭିତରେ ବାହାରକୁ ଆଣିଲେ, ତା’ର ପ୍ରାଣ ରକ୍ଷା କରା ଯାଇ ପାରିବ ।
ବୁଡି ଯାଇଥିିବା ଲୋକକୁ ରକ୍ଷା କରିବା ପାଇଁ ସେହି ଲୋକଙ୍କୁ ଏକ କୋଠରୀକୁ ନେଇ ଯାଆନ୍ତି, ଯେଉଁଠାରେ ଲୁଣର ପ୍ରୟୋଗରେ ଏକ ଶେଯ ପ୍ରସ୍ତୁତ କରନ୍ତୁ । ତେବେ ଶେଯରେ ବହୁ ମାତ୍ରାରେ ଲୁଣ ରଖିବା ଉଚିତ୍‌ । ସେଠାରେ ବ୍ୟକ୍ତିଙ୍କୁ ଶୁଆଇ ଦିଅନ୍ତି ଓ ତାଙ୍କ ଉପରେ ଅନେକ ଲୁଣ ପକାନ୍ତୁ । କେବଳ ଆଖି, ନାକ ଓ ମୁହଁ ଖୋଲା ରହିବ । ହେଲେ ଅନ୍ୟ ସବୁ ଅଙ୍ଗରେ ଲୁଣକୁ ଦବାଇ ଦିଅନ୍ତୁ ।

photo-dailymailuk

ଲୁଣର ଗୁଣ ଧର୍ମରେ ପ୍ରାଣ ଶକ୍ତି ଅଛି । ଏଣୁ ଲୋକଟି ଉଠି ହେବ । ତା’ପରେ ସେହି କକ୍ଷରେ ଚନ୍ଦନ ଧୂପବତୀ ମଧ୍ୟ ଜଳାଯିବା ଉଚିତ୍‌ । ଏହା ଫଳରେ ଲୋକଟି ସଂପୂର୍ଣ୍ଣ ସୁସ୍ଥ ହେବ ।

ସମ୍ବନ୍ଧିତ ଖବର