ପୁରୀ: ପୁରୀ ଜିଲ୍ଲାର କଣାସ ବ୍ଲକରେ ବନ୍ୟା ସ୍ଥିତି ଗମ୍ଭୀର। ଏଠାରେ ଦୟା ନଦୀର ଶାଖା ନଦୀ ମକରା ନଈବନ୍ଧକୁ ବନ୍ୟା ପାଣି ଧୋଇନେଇଥିବାର ଖବର ମିଳିଛି। ଫଳରେ କଣାସ ଜାଗୁଳେଇପଦର ଅଞ୍ଚଳରେ କଉଡି଼ଆପୁର ନିକଟରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଏଠାରେ ବାଲି ବସ୍ତା ପକାଇବା ପାଇଁ ପ୍ରସ୍ତୁତି ଚାଲିଛି। ୩ ପଞ୍ଚାୟତର ୧୦ରୁ ଅଧିକ ଗାଁକୁ ବିପଦ ଥିବା କୁହାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp