ନୂଆଦିଲ୍ଲୀ : ଭାରତ ଭଳି ଏକ ବିଶାଳ ଦେଶର ସାଧାରଣ ବଜେଟ୍ ଅନେକଙ୍କ ପାଇଁ ବୁଝିବା ଏତେ ସହଜ ନୁହେଁ । ତେବେ କେତେକ ସରଳ ଉପାୟରେ ଆମେ ଏହାକୁ ବୁଝିପାରିବା । ଯେମିତିକି ଆପଣଙ୍କ ଘରର ବଜେଟ ରହିଛି, ଅର୍ଥାତ୍ ଘରର ଆୟ, ବ୍ୟୟ ଓ ସଂଚୟ, ଠିକ୍ ସହିପରି ରହିଛି ଦେଶର ବଜେଟ୍ । ବଜେଟକୁ ସରଳଭାଷାରେ ଟଙ୍କାଟିଏ ଆୟ ଓ ଟଙ୍କାଟିଏ ବ୍ୟୟ ମାଧ୍ୟମରେ ବୁଝିବାକୁ ପଡ଼ିବ ।
/sambad/media/post_attachments/wp-content/uploads/2024/07/How-One-Rupee-Comes-Goes_Infographic_Budget_2024_1-scaled.jpg)
/sambad/media/post_attachments/wp-content/uploads/2024/07/How-One-Rupee-Comes-Goes_Infographic_Budget_2024_2-scaled.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/How-One-Rupee-Comes-Goes-To_Budget_2024_Thumbnail.jpg)