ନୂଆଦିଲ୍ଲୀ : ଭାରତ ଭଳି ଏକ ବିଶାଳ ଦେଶର ସାଧାରଣ ବଜେଟ୍ ଅନେକଙ୍କ ପାଇଁ ବୁଝିବା ଏତେ ସହଜ ନୁହେଁ । ତେବେ କେତେକ ସରଳ ଉପାୟରେ ଆମେ ଏହାକୁ ବୁଝିପାରିବା । ଯେମିତିକି ଆପଣଙ୍କ ଘରର ବଜେଟ ରହିଛି, ଅର୍ଥାତ୍ ଘରର ଆୟ, ବ୍ୟୟ ଓ ସଂଚୟ, ଠିକ୍ ସହିପରି  ରହିଛି ଦେଶର ବଜେଟ୍ । ବଜେଟକୁ ସରଳଭାଷାରେ ଟଙ୍କାଟିଏ ଆୟ ଓ ଟଙ୍କାଟିଏ ବ୍ୟୟ ମାଧ୍ୟମରେ ବୁଝିବାକୁ ପଡ଼ିବ ।

Advertisment

publive-image

publive-image