ଢ଼େଙ୍କାନାଳ ଲୋକସଭା ଆସନ ଏଥର ମୂଳରୁ ଚର୍ଚ୍ଚାରେ ରହିଛି। ଢ଼େଙ୍କାନାଳ ସାଂସଦ ତଥାଗତ ସତପଥୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏଥର ପ୍ରାର୍ଥୀ ହେବେ ନାହିଁ ବୋଲି ଘୋଷଣା କରି ଚର୍ଚ୍ଚା ସୃଷ୍ଟି କରିଥିଲେ। ଏଠାରେ ବିଜୁ ଜନତା ଦଳ ତାଙ୍କ ସ୍ଥାନରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ କଂଗ୍ରେସ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଢେଙ୍କାନାଳ ରାଜା କାମାକ୍ଷା ପ୍ରସାଦ ସିଂହଦେଓଙ୍କୁ ଏବଂ ଭାରତୀୟ ଜନତା ପାର୍ଟି ପୂର୍ବତନ ରାଜ୍ୟସଭା ସଦସ୍ୟ ରୁଦ୍ର ନାରାୟଣ ପାଣିଙ୍କୁ ପ୍ରାର୍ଥୀ କରିଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ଆସନରୁ ୫ଟିରେ ବିଜୁ ଜନତା ଦଳ ପୁରୁଣା ପ୍ରାଥୀଙ୍କୁ ଦୋହରାଇଥିବା ବେଳେ ୨ଟି ଆସନରେ ନୂଆ ପ୍ରାର୍ଥୀ ଦେଇଛି। ଆସନ୍ତୁ ଜାଣିବା ଏଥର ଢ଼େଙ୍କାନାଳ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଏ କାହାର ମୁଖ୍ୟ ପ୍ରତିନ୍ଦ୍ୱନ୍ଦ୍ୱୀ।
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_1.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_3.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Dhenkanal-Election_Inner-Page_8.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Dhenkanal-Vote-Toaday_Thumbnail.jpg)