ଭୁବନେଶ୍ବର : ଢେଙ୍କାନାଳ ଏସ୍ପି କେ. ଶିବା ସୁବ୍ରମଣିଙ୍କୁ ସିବିଆଇ ଏସ୍ପି ଭାବେ ନିଯୁକ୍ତି ମିଳିଛି। ୨୦୧୦ ବ୍ୟାଚ୍ର ଆଇପିଏସ୍ ଅଫିସର ଶ୍ରୀ ସୁବ୍ରମଣି ୪ ବର୍ଷ ପାଇଁ ଡେପୁଟେସନରେ କେନ୍ଦ୍ରକୁ ଯିବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଦିନ ଠାରୁ ସେ କାର୍ଯ୍ୟରେ ଯୋଗଦେବେ ସେବେଠାରୁ ତାଙ୍କର ଡେପୁଟେସନ୍ କାର୍ଯ୍ୟକାଳ ହିସାବ କରାଯିବ।
କେ. ଶିବା ସୁବ୍ରମଣି ସିବିଆଇ ଏସ୍ପି, ୪ ବର୍ଷ ପାଇଁ ଡେପୁଟେସନରେ ଯିବେ
/sambad/media/post_attachments/wp-content/uploads/2021/10/K-Siva-Subramani.jpg)