ରେଳ ଦୁର୍ଘଟଣା: ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର: ବାହାନଗା ନିକଟରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ, ଏହି ରୁଟ୍‌ ଦେଇ ଯିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକ ଗନ୍ତବ୍ୟସ୍ଥଳକୁ ଯାଇପାରି ନାହାନ୍ତି। ଏଥିଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ଭୟାବହ ଟ୍ରେନ୍‌ ଦୁର୍ଘଟଣା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ତାହା ନିମ୍ନରେ ସୂଚିତ କରାଗଲା।

ହେଲ୍ପଲାଇନ୍‌ ନମ୍ବର
ଷ୍ଟେସନ୍‌    ନମ୍ବର
ଭଦ୍ରକ  – ୮୪୫୫୮୮୯୯୦୦
ଯାଜପୁର କେନ୍ଦୁଝର ରୋଡ – ୮୪୫୫୮୮୯୯୦୬
କଟକ – ୮୪୫୫୮୮୯୯୧୭
ଭୁବନେଶ୍ବର – ୮୪୫୫୮୮୯୯୨୨
ଖୋର୍ଦ୍ଧାରୋଡ – ୬୩୭୦୧୦୮୦୪୬
ବ୍ରହ୍ମପୁର – ୮୯୧୭୩୮୮୭୨୪୧
ବାଲୁଗାଁ – ୯୯୩୭୭୩୨୧୬୯
ପଲାସା – ୮୯୭୮୮୮୧୦୦୬
ହାୱଡା – ୦୩୩-୨୬୩୮୨୨୧୭
ଖଡଗପୁର – ୮୯୭୨୦୭୩୯୨୫, ୯୩୩୨୩୯୨୩୩୯
ବାଲେଶ୍ବର – ୮୨୪୯୫୯୧୫୫୯, ୭୯୭୮୪୧୮୩୨୨
ସାଲିମାର – ୯୯୦୩୩୭୦୭୪୬
ଜରୁରୀ କଣ୍ଟ୍ରୋଲ ରୁମ୍‌, ବାଲେଶ୍ବର – ୦୬୭୮୨୨୬୨୨୮୬

ସମ୍ବନ୍ଧିତ ଖବର