Browsing Tag

Balasore

ବାଲେଶ୍ୱର: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ହଳଦୀପଦା ଗାଁମୁଣ୍ଡ ଛକ ଉପରେ ଥିବା ଏକ ଚାଳିଆରୁ ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ମୁମୂର୍ଷୁ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ…

ଡାଇରିଆରେ ୨ ମୃତ, ୧୦ରୁ ଉର୍ଦ୍ଧ୍ୱ ସଂକ୍ରମିତ

ବାଲେଶ୍ୱର : ରେମୁଣା ବ୍ଲକ୍‌ କରଞ୍ଜିଆ ପଞ୍ଚାୟତ କାସିମାବାଦ ଗାଁର ଡାଇରିଆରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଗାଁର ୧୦ରୁଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସପ୍ତାହେ ହେଲା ଗାଁରେ ଡାଇରିଆ ବ୍ୟାପିଛି। ୨୨ ତାରିଖ ଦିନ ରାମହରି ସିଂଙ୍କ ପତ୍ନୀ ବାସନ୍ତି (୫୨)ଙ୍କୁ…

ଥମୁନି ଡେଙ୍ଗୁ, ବାଲେଶ୍ୱରରେ ପୁଣି ୮ ଆକ୍ରାନ୍ତ

ବାଲେଶ୍ୱର : ସମଗ୍ର ରାଜ୍ୟରେ ଚଳିତବର୍ଷ ବାଲେଶ୍ୱର ଜିଲ୍ଲାର ଡେଙ୍ଗୁ ରୋଗୀ ସଂଖ୍ୟା ସର୍ବାଗ୍ରେ ରହିଛି। ଏଇ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ଏକାଧିକ ରୋଗୀ ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି। ଏହାର ନିୟନ୍ତ୍ରଣ ପାଇଁ…

ବାଲେଶ୍ୱର ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆଜି ଭିଜିଲାନ୍ସ ପକ୍ଷରୁ ବାଲେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ରଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୬ଟି ଟିମ୍‌ ଏକକାଳୀନ ଶ୍ରୀ ପାତ୍ରଙ୍କ ବାଲେଶ୍ୱରସ୍ଥିତ ଅଫିସ, ବାସଗୃହ, ଭୁବନେଶ୍ୱର ମଧୁସୁଦନନଗରସ୍ଥିତ ଘର,…

ବାଲେଶ୍ୱରରେ ଆଉ ୨ ଡେଙ୍ଗୁରୋଗୀ

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ରବିବାର ସକାଳେ ଭୋଗରାଇ ଓ ବସ୍ତା ଅଞ୍ଚଳରୁ ଦୁଇଜଣ ଡେଙ୍ଗୁରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୋଗରାଇ ରସଲପୁର ଅଞ୍ଚଳର ପବିତ୍ର ବାରିକ ଏକ ସପ୍ତାହ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ।…

ବାଲେଶ୍ୱର: ଅଫୁଟା ବାଣ ଫୁଟାଇବାକୁ ଯାଇ ୭ ପିଲା ଆହତ

ବାଲେଶ୍ୱର: ଆଜି ସକାଳେ ଏକ ଅଫୁଟା ବାଣକୁ ଫୁଟାଇବାକୁ ଚେଷ୍ଟା କରି ବସ୍ତା ଥାନା ସଦର ବ୍ଲକ୍‌ ଅଞ୍ଚଳର କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ ଧାନଖଲାରି ଗ୍ରାମରେ ୭ ଜଣ ପିଲା ଆହତ ହୋଇଛନ୍ତି। ଅଳିଆରେ ପଡ଼ିଥିବା ଏକ ଫୁଟି ନ ଥିବା ବାଣକୁ ପିଲାଏ ଗୋଟାଇ ଆଣି ସେଥିରେ ପୁଣି ନିଅାଁ ଲଗାଇ ଫୁଟାଇବାକୁ…

ବାଲେଶ୍ୱର: କାନ୍ଥ ପଡ଼ି ୨୨ ଦିନର ଶିଶୁ ମୃତ

ବାଲେଶ୍ୱର: ଶୁକ୍ରବାର ପ୍ରତ୍ୟୁଷରେ କୁଣ୍ଡପୁରସ୍ତମପୁର ନିକଟରେ ଅବସ୍ଥିତ ଏକ ଆଦିବାସୀ ପରିବାରର ଘରକାନ୍ଥ ପଡ଼ି ଯିବାରୁ ଜଣେ ୨୨ ଦିନର ଶିଶୁର ମୃତ୍ୟୁ ଘଟିଛି। ବାଲେଶ୍ୱର ସଦରଥାନା ଅନ୍ତର୍ଗତ କୁରୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁଣ୍ଡପୁରସ୍ତମପୁର ଗାଁ’ର ନୟନଯୋଡ଼ୀ ଉପରେ ଥିବା ଆଦିବାସୀ ବସ୍ତିରେ…

ବାଲେଶ୍ୱର ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୨ରେ ପହଞ୍ଚିଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆଜି ତିନି ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି । ତେବେ ଏହି ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିବା ଅନ୍ୟ ୪…

ବେଆଇନ ଭାବେ ଚାଲିଥିଲା କାରଖାନା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ଓ ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ବାଣ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହିତ ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ। ଏ ନେଇ ଏକ୍ସପ୍ଲୋସିଭ୍‌ ଆକ୍ଟରେ ଅଗ୍ନିଶମ ବିଭାଗ ନିଜ ଆଡୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ବିଭାଗ ପକ୍ଷରୁ ଦୁଇଟି…

୧୩ ଡକାୟତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତିରେ ଏକ ଡକାୟତି ଗ୍ୟାଙ୍ଗର ୧୩ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ସମେତ ୧୫ ମୋବାଇଲ, ୬ ବାଇକ ଓ ୪ହଜାର ୩୦ ଟଙ୍କା ଜବତ କରିଛି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣ…