ମହାତ୍ମା ଗାନ୍ଧୀ ହେଉଛନ୍ତି ଆଦର୍ଶ ଓ ଅହିଂସାର ପ୍ରତୀକ, ଗାନ୍ଧିଜୀଙ୍କ ସଂପର୍କରେ ଜାଣନ୍ତୁ କିଛି ଜଣାଅଜଣା ତଥ୍ୟ
ଭୁବନେଶ୍ୱର: ମହାତ୍ମା ଗାନ୍ଧି ନିଜର ଆଦର୍ଶ ଓ ଅହିଂସାର ବାର୍ତ୍ତା ପ୍ରଦାନ କରିଥିବା ପାଇଁ ବିଶ୍ୱରେ ଆଜି ତାଙ୍କୁ ଲୋକେ ମନେ ରଖିଛନ୍ତି। ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଗାନ୍ଧୀଙ୍କ ଜୀବନ ସହିତ ଜଡ଼ିତ ଅନେକ ଘଟଣା ହୁଏତ ସାଧାରଣ ଲୋକଙ୍କୁ ଜଣା ନ ଥାଇ ପାରେ।…