Browsing Tag

Independence Day

ଯୋଗୀ ରାଜ୍‌: ସ୍ୱାଧୀନତା ଦିବସରେ ୟୁପିର ସବୁ ମାଦ୍ରାସାରେ ଉଡ଼ିବ ତ୍ରିରଙ୍ଗା, ‘ଭାରତ ମାତା କୀ ଜୟ’ ନାରା ଦେବେ…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଆସନ୍ତା ୧୫ ତାରିଖରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ଅବସରରେ ଉତ୍ତରପ୍ରଦେଶରେ ଥିବା ସମସ୍ତ ମାଦ୍ରାସାଗୁଡ଼ିକରେ ତ୍ରିରଙ୍ଗା ଉଡ଼ିବା ସହ ମାଦ୍ରାସାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ‘ଭାରତ ମାତା ମୀ ଜୟ’ ନାରା ଦେବେ। ଖାଲି ଏତିକି ନୁହେଁ ଏସବୁର ଭିଡିଓ ଚିତ୍ର…

ଦୀର୍ଘ ୩୬ ବର୍ଷର ପ୍ରତୀକ୍ଷା ପରେ ଏହି ସ୍ୱାଧୀନତା ଦିବସରେ ଗଜାନନ୍ଦ ପାଇବେ ପାକିସ୍ତାନ ଜେଲରୁ ମୁକ୍ତି :…

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ପାଳିତ ହେବାକୁ ଥିବା ଦେଶର ୭୧ ତମ ସ୍ୱାଧୀନତା ଦିବସ କାହା ପାଇଁ କ’ଣ ଅର୍ଥ ରଖୁ ବା ନରଖୁ; କିନ୍ତୁ, ରାଜସ୍ଥାନ ଜୟପୁରର ୬୮ ବର୍ଷ ବୟସ୍କ ଗଜାନନ୍ଦ ଶର୍ମାଙ୍କ ପାଇଁ ପ୍ରକୃତ ଅର୍ଥରେ ସ୍ୱାଧୀନତା ଆଣି ଦେଇଛି। ଦୀର୍ଘ ୩୬ ବର୍ଷର ଦୀର୍ଘ ଓ ଶେଷହୀନ ପ୍ରତୀକ୍ଷା…

ପ୍ରଧାନମନ୍ତ୍ରୀ ହୋଇ ବି ଏମାନେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପାରି ନ ଥିଲେ

ନୂଆଦିଲ୍ଲୀ: ପ୍ରତିବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଭାରତର ପ୍ରଧାନମନ୍ତ୍ରୀମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାଦସୀଙ୍କୁ ଉଦ୍‌ବୋଧନ ଦେଇଥାନ୍ତି। ଲାଲକିଲ୍ଲାରେ ଜାତୀୟପତାକା ଉତ୍ତୋଳନ କରିବା ପ୍ରାୟ ସବୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆକର୍ଷଣ। ମାତ୍ର ଭାରତ…

ଭାରତ ବିଷୟରେ କିଛି ରୋଚକ ତଥ୍ୟ!

ଦେଶ ସ୍ୱାଧୀନ ହେବା ପରେ ଭାରତରେ ଅନେକ ପରିବର୍ତ୍ତନ ଘଟିଛି। ପ୍ରଗତି ପଥରେ ଭାରତ ଦ୍ରୁତ ଗତିରେ ଆଗେଇ ଚାଲିଛି। କିନ୍ତୁ ଏପରି ଅନେକ ଜିନିଷ ଅଛି ଯାହା ଆମ ଦେଶରୁ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ଏପରି କିଛି ରୋଚକ ତଥ୍ୟ ବିଷୟରେ । ଇଣ୍ଡିଆ ନାମର ଉତ୍ପତି : ଇଣ୍ଡିଆର ନାମ ଇଡ୍ଡ୍ୟୁସ…

ଅଗଷ୍ଟ ୧୫ରେ ୩୨କୋଟି ଜମାକାରୀଙ୍କୁ ଏହି ଖାସ୍‌ ଉପହାର ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ରତା ଦିବସରେ ଲାଲ କିଲା ପ୍ରାଚୀରରୁ ୩୨ କୋଟି ଜନଧନ ଜମାକାରୀଙ୍କ ପାଇଁ ବଡ଼ ଘୋଷଣା କରି ପାରନ୍ତି। ଜନଧନ ଜମାକାରୀଙ୍କ ଓଭର ଡ୍ରାପ୍ଟ ସୁବିଧାକୁ ପ୍ରଧାନମନ୍ତ୍ରୀ ମୋଦି ଦୁଇଗୁଣା କରିବା ପାଇଁ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ…

ଆସୁଛି ସ୍ୱାଧୀନତା ଦିବସ;  ୨୫୦୦ରୁ ଊର୍ଧ୍ୱ ଲ୍ୟାମ୍ପ ଲାଗି ସଜ ହେଲା ଲାଲ କିଲ୍ଲା

ସ୍ୱାଧୀନତା ଦିବସର ପ୍ରସ୍ତୁତି ସାରା ଦେଶରେ ଧୁମଧାମରେ ଚାଲିଛି। ଦେଶର ଐତିହ୍ୟ ସ୍ମାରକୀକୁ ସଜ୍ଜିତ କରି ଶୋଭନୀୟ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଯାହାକୁ ନେଇ ଲାଲ୍‌ କିଲ୍ଲାରେ ଲାଗିଛି ୨୫୦୦ରୁ ଅଧିକ ଲ୍ୟାମ୍ପ। ମୋଗଲ ସାମ୍ରାଜ୍ୟରେ ର୍ନିମିତ ଏହି ସ୍ମାରକୀ ଲାଲ୍‌ କିଲ୍ଲାର ଶୋଭା…

ରାଜ୍ୟ ମାନିବ କି ‘ଫ୍ଲାଗ କୋଡ୍‌ ଅଫ ଇଣ୍ଡିଆ’ ଆଇନ୍‌, ଏହି ସ୍ୱାଧୀନତା ଦିବସରେ କରିବ କି ପ୍ଲାଷ୍ଟିକ୍‌ ବଦଳରେ କାଗଜ…

ରାଜ୍ୟରେ ପ୍ଲାଷ୍ଟିକ ଓ ପଲିଥିନ ଉପରେ ରୋକ ଲଗାଇବେ ସରକାର। ସରକାରଙ୍କ ଘୋଷଣା ଅନୁସାରେ ଆସନ୍ତା ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହେବ। ତେବେ ରାଜ୍ୟରେ ପ୍ଲାଷ୍ଟିକ ପତାକା ଉଡିବ କି ନାହିଁ ସେନେଇ କୌଣସି ସୂଚନା ବର୍ତ୍ତମାନ ସମୟରେ ମିଳିପାରିନାହିଁ। ତିନି ଦିନ ତଳେ…

ଆଜି ବି ସୁରକ୍ଷିତ ରହିଛି ୧୯୪୭ ମସିହାରେ ଉତ୍ତୋଳନ ହୋଇଥିବା ସ୍ୱାଧୀନ ଭାରତର ପ୍ରଥମ ତ୍ରିରଙ୍ଗା !

ଇଂରେଜମାନଙ୍କ ଠାରୁ ଦେଶ ସ୍ୱାଧୀନ ହେବା ପରେ ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଭାରତରେ ପାଳିତ ହେଉଛି ସ୍ୱାଧୀନତା ଦିବସ। କିନ୍ତୁ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଦେଶ ସ୍ୱାଧୀନ ହେବା ପରେ ୧୯୪୭ ମସିହାରେ ଜର୍ଜ ଫୋର୍ଟରେ ପ୍ରଥମେ ଉତ୍ତୋଳନ ହୋଇଥିବା ତ୍ରିରଙ୍ଗା ଆଜି ବି ଉଡୁଛି ଫର୍‌ଫର୍‌ ହୋଇ। ଏହା…

ଏମିିତି ଏକ ଗାଁ’ ଯେଉଁଠି ଜାତୀୟ ସଂଗୀତ ବାଜିବା ମାତ୍ରେ ଯିଏ ଯେଉଁଠି ଥାଉ ନା କାହିଁକି କାମ ଛାଡି ସାବଧାନ ମୂଦ୍ରାରେ…

ଛତିଶଗଡ଼ ଜିଲ୍ଲାର ରାୟପୁରରୁ ପାଖାପାଖି ୬୦ କିମି ଦୂରରେ ଅବସ୍ଥିତ ଗରିୟାବନ୍ଦ ଜିଲ୍ଲାର ଶ୍ୟାମ ନଗର ଗାଁରୁ ଦେଶପ୍ରେମର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳେ। ଏହି ଗାଁରେ ନିୟମପୂର୍ବକ ସକାଳ ୮.୫୯ରେ ଜାତୀୟ ସଂଗୀତ ବାଜେ। ଏଥିପାଇଁ ଗ୍ରାମର ବିଭିନ୍ନ ସ୍ଥାନରେ ପାଖାପାଖି ୨୦ଟି ଲାଉଡସ୍ପିକର…

ସ୍ୱାଧୀନତା ଦିବସରେ ଟ୍ରାକ ଉପରେ ଦୌଡିବ ତ୍ରିରଙ୍ଗା ଟ୍ରେନ !

ଅଗଷ୍ଟ ୧୫ରେ ଟ୍ରାକ୍‌ ଉପରେ ଦୌଡ଼ିବ ତ୍ରିରଙ୍ଗା ଟ୍ରେନ୍‌। ଏଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ତ୍ରିରଙ୍ଗା ନାମକ ଏକ ଟ୍ରେନ୍‌ ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ୍‌ର ବଗିକୁ ସମ୍ପୂର୍ଣ୍ଣ ଭାବେ ତି୍ରରଙ୍ଗା ଭଳି ରଙ୍ଗୀନ କରାଯାଇଛି। ଏହି ଟ୍ରେନ ଯେତେବେଳେ ସ୍ୱାଧୀନତା ଦିବସରେ ରେଳ ଧାରଣା ଉପରେ…