Browsing Tag

#metoo

ଅନୁ ମଲିକଙ୍କୁ #ମି ଠୁ ଚୋଟ

ମୁମ୍ବାଇ: ବଲିଉଡ୍‌ ଜଗତର ଜଣାଶୁଣା ବ୍ୟକ୍ତି ତଥା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ #ମି ଠୁ ଚୋଟ ଲାଗିଛି। ଏହି ଅଭିଯାନ ଦ୍ବାରା ୪ ଜଣ ମହିଳାଙ୍କ ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗର ସାମ୍ନା କରୁଥିବା ଅନୁଙ୍କୁ ଶେଷରେ ଲୋକପ୍ରିୟ ସଙ୍ଗୀତଭିତ୍ତିକ ସୋ’ ଇଣ୍ଡିଆନ୍‌…

ବଲିଉଡ୍‌ ପରେ ଏବେ ଟଲିଉଡ୍‌ରେ #ମି ଠୁ : ଲୋକପ୍ରିୟ ସାଉଥ୍‌ ଇଣ୍ଡିଆନ୍‌ ଷ୍ଟାର୍‌ଙ୍କ ଉପରେ ଲାଗିଲା ଯୌନ ଶୋଷଣର ଆରୋପ,…

ନୂଆଦିଲ୍ଲୀ: ବଲିଉଡ୍‌ରେ ଝଡ଼ ସୃଷ୍ଟି କରିବା ପରେ ଏବେ ଟଲିଉଡ୍‌ ମୁହାଁ ହୋଇଛି #ମି ଠୁ ଅଭିଯାନ । ପୂର୍ବରୁ ଏହି ଅଭିଯାନ ଜରିଆରେ ଟଲିଉଡ୍‌ ଅଭିନେତ୍ରୀ ଶ୍ରୀରେଡ଼୍ଡୀ ନିଜ ସହ ହୋଇଥିବା ଦୁଷ୍କର୍ମର ଅଭିଯୋଗ ଆଣିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଅର୍ଜୁନ…

#ମି ଠୁ ଫସାଇଦେଲା: ‘ଇଣ୍ଡିଆନ ଆଇଡଲ୍‌-୧୦’ର ବିଚାରକ ପଦରୁ ବିଦାୟ ନେଲେ କଣ୍ଠଶିଳ୍ପୀ ଅନୁ ମଲିକ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକା ସାଙ୍ଗରେ ୪ଜଣ ମହିଳା ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଏବେ ତାଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ’ ଇଣ୍ଡିଆନ ଆଇଡଲର ବିଚାରକ ପଦରୁ ବାହାର କରି…

#ମି ଠୁ ପଞ୍ଝ‌ାରେ ସୁଶାନ୍ତ, ଅଭିଯୋଗ ଆଣିଲେ ସଞ୍ଜନା ସାଙ୍ଘ୍‌ଭି

ମୁମ୍ବାଇ: ସଦ୍ୟତମ ଘଟଣାକ୍ରମେ ଅଭିନେତା ସୁଶାନ୍ତ ସିଂହ ରାଜପୁତ #ମି ଠୁ ପଞ୍ଝାରେ ପଡ଼ିଛନ୍ତି। ତାଙ୍କ ବି‌େରାଧରେ ଫିଲ୍ମ ‘କିଜି ଔର ମ୍ୟ‌ାନି’ର ଅଭିନେତ୍ରୀ ସଞ୍ଜନା ସାଙ୍ଘ୍‌ଭି ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କିନ୍ତୁ ସୁଶାନ୍ତ ଏହାକୁ ଖଣ୍ଡନ କରିଛନ୍ତି। ଏହାକୁ ନେଇ ବଲିଉଡ୍‌…

ସାଜିଦ୍‌ ଖାନ୍‌ଙ୍କ ପରେ ଏବେ #ମି ଠୁ ଅଭିଯାନର ଶିକାର ହେଲେ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହା,

ମୁମ୍ବାଇ : #ମି ଠୁ ଅଭିଯାନର ପ୍ରଭାବ ସାରା ଦେଶରେ ଏବେ ପଡ଼ି ସାରିଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ନାଁ ସାମ୍ନାକୁ ଆସୁଛି । ସବୁ କ୍ଷେତ୍ରର ଲୋକମାନଙ୍କ ନାଁ ଏଥିରେ ସାମିଲ ହୋଇ ସାରିଥିବା ବେଳେ ଏବେ ଅର୍ଜୁନ୍‌-ପରିଣୀତିଙ୍କ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ନିର୍ଦ୍ଦେଶକ ବିପୁଲ ଶାହାଙ୍କ ନାମ…

ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଦୀପିକା ପାଦୁକୋନଙ୍କ ଏନ୍‌ଜିଓର ଟ୍ରଷ୍ଟି

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ଅନେକ ବଡ଼ ବଡ଼ ଷ୍ଟାର ଏଥିରେ ଫସି ସାରିଛନ୍ତି । କିନ୍ତୁ ଏ ସବୁ ଅଭିଯୋଗ ମଧ୍ୟରେ ଏନ୍‌ଜିଓ ଟିଏଲ୍‌ଏଲ୍‌ଏଫ୍‌(ଦ ଲିଭ୍‌ ଲଭ୍‌ ଲାଫ୍‌ ଫାଉଣ୍ଡେସନ)ର ଟ୍ରଷ୍ଟି ଅନିର୍ବାଣ ଦାସ ବ୍ଲାହ ଯେଉଁ ପଦକ୍ଷପ ନେଇଛନ୍ତି ତାହା ସମସ୍ତଙ୍କୁ…

ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀଙ୍କ ପୂର୍ବ ପ୍ରେମିକ ଆଣିଲେ ଯୌନ ଶୋଷଣର ଅଭିଯୋଗ, ସ୍କ୍ରିପ୍ଟ ଲେଖକ ମୁସ୍ତକ୍‌…

ମୁମ୍ବାଇ : #ମି ଠୁ ଅଭିଯାନ ଏବେ ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ପ୍ରତିଦିନ ସାମିଲ ହେଉଥିବା ନାଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବାରେ ଲାଗିଛି । ପୂର୍ବରୁ ମହିଳାମାନେ ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ କରିଥିବା ବେଳେ ଏବେ ଜଣେ ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଏହା…

#ମି ଠୁ ଅଭିଯାନରେ ସାମିଲ ହେଲା ଯୁବ ସାମ୍ବାଦିକାଙ୍କ ନାମ,ନ୍ୟୁଜ୍‌ ପ୍ରଡ଼୍ୟୁସରଙ୍କ ଉପରେ ଆଣିଲେ ଯୌନ ଶୋଷଣର ଅଭିଯୋଗ

ନୋଏଡ଼ା : #ମି ଠୁ ଅଭିଯାନ ଏବେ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ନୋଏଡ଼ାର ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ଯୁବ ସାମ୍ବାଦିକା ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଚ୍ୟାନେଲର ନ୍ୟୁଜ୍‌ ପ୍ରଡ଼୍ୟୁସରଙ୍କ ଉପରେ ପୀଡ଼ିତା ଅଭିଯୋଗ ଆଣିବା ପରେ ଏବେ ଏହି ଖବର ଚାରିଆଡ଼େ…

ଯୌନ ଶୋଷଣର ଆରୋପ ଉପରେ ସଫେଇ ଦେଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌,ସେୟାର କଲେ ମେସେଜ୍‌ର ସ୍କ୍ରିନ୍‌ସଟ୍‌

ମୁମ୍ବାଇ : ‘#ମି ଠୁ ଅଭିଯାନ’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଅଭିଯାନରେ ଅନେକ ବଡ଼ ବନ ଷ୍ଟାର ଫସି ସାରିଛନ୍ତି । ଫିଲ୍ମ,ରାଜନୀତି,ସଙ୍ଗୀତ ଏବଂ ମିଡ଼ିଆରେ କାମ କରୁଥିବା ଅନେକ ବଡ଼ ବଡ଼ ଲୋକଙ୍କ ନାଁ ଏଥିରେ ସାମିଲ ହୋଇ ସାରିଥିବା ବେଳେ ଅନେକ ନିଜ ଉପରେ ଲାଗିଥିବା ଅଭିଯୋଗକୁ ନେଇ…

#ମି ଠୁ: ସିନ୍‌ଟା ନୋଟିସ୍‌ର ଜବାବ୍‌ ଦେଲେ ଆଲୋକନାଥ; ଅଦାଲତ ନିର୍ଦ୍ଦେଶ ଆସିବା ଯାଏଁ ଅପେକ୍ଷା କରିବାକୁ କହିଲେ

ମୁମ୍ବାଇ: ସିନେ ଆର୍ଟିଷ୍ଟ ଆସୋସିଏସନ୍‌(ସିନ୍‌ଟା)ପକ୍ଷରୁ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବଲିଉଡ୍‌ କଳାକାରଙ୍କୁ ନୋଟିସ୍‌ ଜାରି କରାଯାଉଛି। ଗତକାଲି ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ନେଇ ନାନା ପଟେକରଙ୍କ ପାଖକୁ ନୋଟିସ୍‌ ପଠାଇଥିଲା ସିନ୍‌ଟା। ନାନା ତନୁଶ୍ରୀଙ୍କ ଅଭିଯୋଗକୁ ପୁଣିଥରେ ମିଥ୍ୟା…