Browsing Tag

Raksha Bandhan

ଓଲିଉଡର ଚର୍ଚ୍ଚିତ ଭାଇ-ଭଉଣୀ, ଯେଉଁମାନେ ପରଦାରେ ଜନପ୍ରିୟ

ଓଡିଆ ସିନେମାରେ କେତେକ ନାମୀ କଳାକାରମାନେ ଭାଇ-ଭଉଣୀ ଭୂମିକା ନିଭାଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।ଏଭଳି ଭାଇ-ଭଉଣୀଙ୍କ ଯୋଡ଼ି ମଧ୍ୟରୁ କେତେକ ହିଟ୍‌ ଯୋଡିଙ୍କୁ ମନେ ପକାଇବା…। ଅନୁଭବ-ରାଲି ନନ୍ଦ:୨୦୦୯ର ସବୁଠାରୁ ବଡ ହିଟ୍‌ ସିନେମା ଥିଲା ‘ଆକଶେ କି ରଙ୍ଗ ଲାଗିଲା’। ଏହି ଫିଲ୍ମର…

ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ବସ୍‌, ଟ୍ରେନ୍‌ ଏବଂ ମେଟ୍ରୋରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା!

ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ମହିଳା ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାମାନେ କିଭଳି ଭାବେ ସୁବିଧାରେ ଏହି ଦିନରେ ଯିବାଆସିବା କରିପାରିବେ ସେଥିପାଇଁ ବସ୍‌, ଟ୍ରେନ୍‌ ଓ ମେଟ୍ରୋରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇର ଦିଲ୍ଲୀ ମଣ୍ଡଳରେ ଯେଉଁଠି…

ବଲିଉଡ ଛବିର ଏ ସବୁ ରାଖି ଗୀତ ଆଜି ବି ଶ୍ରୋତାଙ୍କ ମନଜିଣେ

ରକ୍ଷାବନ୍ଧନକୁ ବଲିଉଡର ନିର୍ଦ୍ଦେଶକମାନେ ଚମତ୍କାର ଭାବେ ପ୍ରଦର୍ଶନ କରିଛନ୍ତି। ଭାଇ-ଭଉଣୀର ପବିତ୍ର ସଂପର୍କକୁ ଗାୟକ, ଗୀତିକାର ଓ ସଙ୍ଗୀତକାରମାନେ ମଧ୍ୟ ସଙ୍ଗୀତରୂପ ଦେଇଛନ୍ତି। ଆସନ୍ତୁ ନଜର ପକାଇବା ହିନ୍ଦୀ ସିନେମାର ଏଭଳି କେତେକ ଲୋକପ୍ରିୟ ରାଖି ଗୀତ ଉପରେ। ୧-ଭୈୟା ମେରେ ବନ୍ଧନ୍‌…

ଆସୁଛି ରାକ୍ଷୀପୂର୍ଣ୍ଣିମା: ଏଥର ଭାଉଜଙ୍କ ହାତରେ ଲୁମ୍ବା ରାକ୍ଷୀ

ଭୁବନେଶ୍ୱର: ଆସୁଛି ରାକ୍ଷୀପୂର୍ଣ୍ଣିମା। ଭାଇ ଭଉଣୀଙ୍କ ସମ୍ପର୍କର ମହତ୍ତ୍ୱକୁ ସ୍ମରଣ କରିବାର ଏକ ନିଆରା ଅବକାଶ ହୋଇଥିବାରୁ ଏହି ଦିନଟିକୁ ଚାହିଁ ବସିଛନ୍ତିି ଭାଇ ଓ ଭଉଣୀମାନେ। ତେବେ ଏଥର କେବଳ ଭାଇମାନଙ୍କ ହାତରେ ରାକ୍ଷୀ ସୀମିତ ରହିବ ନାହିଁ। ଭାଉଜମାନଙ୍କୁ ବି ରାକ୍ଷୀ ବାନ୍ଧିବେ…

ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମିଳିବ ୩୬ ଘଣ୍ଟା ପାଇଁ ମାଗଣାରେ ବସରେ ଯାତ୍ରା କରିବାର ସୁବିଧା !

ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କୁ ମିଳିବ ୩୬ ଘଣ୍ଟାର ମାଗଣା ବସ୍‌ଯାତ୍ରା ସେବା। ପ୍ରତିବର୍ଷ ଭଳି ଚଳିବ ବର୍ଷ ମଧ୍ୟ ରକ୍ଷାବନ୍ଧନ ଅବସରରେ ହରିୟାଣା ସରକାର ମହିଳାଙ୍କ ଏଭଳି ବ୍ୟବସ୍ଥା କରିଛନ୍ତି। ହରିୟାଣା ସରକାର ରକ୍ଷାବନ୍ଧନ ଅବସରରେ ମହିଳାମାନଙ୍କ ପାଇଁ ମାଗଣା ବସ ଯାତ୍ରା ସୁବିଧା…