Browsing Tag

Sambalpur

ଦାରିଦ୍ର୍ୟ ତାଡ଼ନା: ରେଳଗାଡ଼ି ଆଗକୁ ଡେଇଁ ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା

ସମ୍ବଲପୁର: ସର୍‌ଲା ଜଙ୍କ୍‌ସନ୍‌ ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରାତିରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ କଟି ଯାଇଥିବା ଶବ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ, ଜଣେ ମହିଳା ଏବଂ ତିନି ଜଣ ଝିଅ। ଏମାନେ ସମୂହ ଆତ୍ମହତ୍ୟା କରିଛନ୍ତି। ମୃତ…

ସମ୍ବଲପୁର: ଗୋମାଂସ ଚାଲାଣକୁ ନେଇ ଉତ୍ତେଜନା, ରାସ୍ତାରୋକ

ସମ୍ବଲପୁର: ଆଜି ସକାଳେ ସମ୍ବଲପୁର ସାକ୍ଷୀପଡ଼ା ସରଲାଛକ ନିଖଟରେ ଏକ ଅଟୋରେ ଗୋମାଂସ ଚାଲାଣ ହେଉଥିବା ବେଳେ ବଜରଙ୍ଗ କର୍ମୀମାନେ ଅଟକାଇ ପୁଲିସର ଜିମା ଦେଇଛନ୍ତିି। ପୁଲିସ ସମ୍ପୃକ୍ତ ଅଟୋରୁ ୧ କୁଇଣ୍ଟାଲ ଗୋମାଂସ ଜବତ କରିବା ସହିତ ଏହି ଘଟଣାରେ ଅଟୋ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା…

ମାସେ ବନ୍ଦ ରହିବ ଆକାଶବାଣୀ ସମ୍ବଲପୁର କାର୍ଯ୍ୟକ୍ରମ

ସମ୍ବଲପୁର : ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମର ପ୍ରସାରଣ ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ବନ୍ଦ ରହିବ। ଏହାର ଅପଗ୍ରେଡେସେନ କରାଯିବାର ଯୋଜନା ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଏକ ମାସ ମଧ୍ୟରେ ୪୫ କିଲୋମିଟର ଦୂରତା ମଧ୍ୟରେ ଶ୍ରୋତାମାନେ ଏଫଏମ ରେଡିଓ ଯୋଗେ…

ଧନ୍‌ତେରସ୍‌ରେ ୫୦ କେଜି ସୁନା ବିକ୍ରି, ୧୮ କୋଟିରୁ ଅଧିକ କାରବାର

ସମ୍ବଲପୁର : ଧନ୍‌ତେରସ୍‌ ପର୍ବ ପାଇଁ ସମ୍ବଲପୁରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଅଳଙ୍କାର ଦୋକାନ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଧନତେରସ୍‌ରେ ସୁନା, ରୂପା ଓ ଧାତବ ସାମଗ୍ରୀ କିଣିଲେ ଲକ୍ଷ୍ମୀ ଘରକୁ ଆସନ୍ତି। ଏହି ବିଶ୍ୱାସ ଲୋକମାନଙ୍କୁ ଟାଣି ଆଣିଛି ଗହଣା ଦୋକାନକୁ।…

ନବୀନ କହିଲେ, ନୂଆ ରାଜଧାନୀ ଏକ୍ସପ୍ରେସ୍‌ ଦିଅ

ଭୁବନେଶ୍ୱର : ସମ୍ବଲପୁର ଦେଇ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଚଳାଚଳ କରିବ ବୋଲି ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ପତ୍ର ଲେଖି…

କାର୍‌ ସହ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ

ସମ୍ବଲପୁର : ଗୁରୁବାର ସକାଳେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ସମ୍ବଲପୁରକୁ ଚାଲାଣ ବେଳେ ୯୫ ଲକ୍ଷ ଟଙ୍କାର ରୁପା ଅଳଙ୍କାର ଜବତ କରାଯାଇଛି। ସମ୍ବଲପୁର ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ ଦ୍ୱାରା ଯାଂଚ ବେଳେ ଏହା ଧରାପଡ଼ିଛି। ରାୟପୁରରୁ ଏକ ଡଷ୍ଟର କାର୍‌ (ସିଜି୦୪ଏଲ୍‌ଭି୯୬୫୮)ରେ ରୁପା ଅଳଙ୍କାର…

ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର/ବୁର୍ଲା:ମଂଗଳବାର ଅପରାହ୍‌ଣରେ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଅସୁସ୍ଥ ହୋଇଛନ୍ତି ବୋଲି କୁହାଯାଉଥିବା ମହିଳା ଚନ୍ଦନା ମାହତୋ(୪୭)ଙ୍କ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏଥିସହିତ ପ୍ଲାଷ୍ଟିକ ଚାଉଳ ଖାଇ ମୃତ୍ୟୁ ଅଭିଯୋଗ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି…

ପ୍ଲାଷ୍ଟିକ ଚାଉଳର ଭାତ ଖାଇବା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: କ୍ଷେତରାଜପୁର ଅଞ୍ଚଳରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାରତ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ୭ରେ ଚନ୍ଦନା ମହୋତୋଙ୍କୁ ବୁର୍ଲା ମେଡ଼ିକାଲକୁ…

ନଭେମ୍ବର ୧୦ରେ କଟକ ଚାଲ

ହାଇକୋର୍ଟ ସମ୍ମୁଖରେ ଧାରଣା ଦେବେ ପଶ୍ଚିମ ଓଡ଼ିଶାର ୫ ହଜାର ଲୋକ ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଆଉ ଆଇନଜୀବୀମାନଙ୍କ ଦାବି ହୋଇ ରହି ନାହିଁ। ପୂର୍ବରୁ ଓକିଲଙ୍କ ଦାବିକୁ ସମର୍ଥନ କରି ନାଗରିକମାନେ ଆନ୍ଦୋଳନରେ ସାମିଲ ହେଉଥିଲା ବେଳେ କିଛି ମାସ ହେଲା…

ସମ୍ବଲପୁର: ୭ ମାସ ପରେ ଡାକ୍ତରଖାନାରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ହେବ ଡିଏନଏ ଟେଷ୍ଟ

ସମ୍ବଲପୁର: ସମ୍ଭଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହେବା ଘଟରାର ସାଢ଼େ ୬ମାସ ପରେ ପୁଲିସକୁ ସଫଳତା ମିଳିଥିବା କୁହାଯାଉଛି। ଆଜି ସକାଳେ ପୁଲିସ ବରଗଡ଼ର ଟଲିପଡ଼ା ଅଞ୍ଚଳରୁ ଜଣଙ୍କ ଘରୁ ଏହି ନିଖୋଜ ଶିଶୁଟିକୁ ଉଦ୍ଧାର କରିଥିବା କୁହାଯାଉଛି। ତେବେ ଶିଶୁଟି ପ୍ରକୃତରେ…