ଶ୍ରୀମନ୍ଦିରରେ ଚାଲିଥିବା ବିକାଶ କାର୍ଯ୍ୟ ପାଇଁ ମୋ ସହ ଆଲୋଚନା କରିବାର ଥିଲା: ଶଙ୍କରାଚାର୍ଯ୍ୟ
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ଜାରି ରହିଥିବା ବେଳେ ଏହାକୁ ନେଇ ବହୁ ବିବାଦ ଦେଖାଯାଇଛି। ବିରୋଧୀ ଦଳର ନେତାମାନେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଏହି ପ୍ରସଙ୍ଗ ଉପରେ ଏବେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...