Browsing

Video

ବହୁ ଦଶନ୍ଧିର ସ୍ବପ୍ନ ପୂରା ହେଲା: ଶ୍ରୀକ୍ଷେତ୍ର ସହ ସୋନପୁରକୁ ଯୋଡ଼ିଲା ରେଳ

ଭୁ‌ବନେଶ୍ବର (ମହେନ୍ଦ୍ର ସାହୁ): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ଅତିକ୍ରମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଗ୍ରଣୀ ଲାଭ କରିଛି। କିନ୍ତୁ କ୍ଷୋଭର ବିଷୟ ଯେ,‌ ଭାରତ ସରକାର ‘ଆମ ସଂକଳ୍ପ ବିକଶିତ ଭାରତ’ ଲକ୍ଷ୍ୟ ନେଇ କାମ…
ଅଧିକ ଖବର ଦେଖନ୍ତୁ...

ପୁଣି ଚାଷଜମିମୁଁହା ହାତୀପଲ; ଖାଇଲେ-ନଷ୍ଟକଲେ ଫସଲ, ଲୋକେ ଆତଙ୍କିତ

ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ୍ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ରୁପ୍ରା, କର୍ମେଗାଁ, ଗିଗିନା ଓ ଭୀମକେଲା ଗ୍ରାମପଞ୍ଚାୟତର ଅନେକ ଗ୍ରାମରେ ବାରମ୍ବାର ଜଙ୍ଗଲି ହାତୀପଲଙ୍କ ଆଗମନ ହେଉଛି। ହାତୀପଲ ପାଇଁ ଅନେକ ଚାଷୀଙ୍କ ଚାଷ ଉଜୁଡ଼ି ଯାଉଛି। ପୁଣି ଗୁରୁବାର ରାତିରେ ପ୍ରାୟ ୨୦…
ଅଧିକ ଖବର ଦେଖନ୍ତୁ...

ଉନ୍ନୟନ ମୂଳକ କାମରେ ଅବହେଳା ନେଇ ଇସ୍ତଫା ଦେଲେ ତେଲକୋଇ ବ୍ଲକର ୧୯ ସରପଞ୍ଚ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଧୀନ ଗ୍ରାମପଞ୍ଚାୟତଗୁଡ଼ିକରୁ ଆଜି ୧୯ ଜଣ ସରପଞ୍ଚ ନିଜ ପଦବିରୁ ସାମୁହିକ ଇସ୍ତଫା ଦେଇଛନ୍ତି। ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବାରୁ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି। ଶ୍ରୀକ୍ଷେତ୍ରରେ ପରିକ୍ରମା…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜରେ ସାମ୍ନାକୁ ଆସିଲା ଭୋକର କରୁଣ ଚିତ୍ର: ଅଳିଆଗଦାରରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ଯୁବକ

ବେତନଟୀ ସଦର: ପୁଣି ଥରେ ସାମ୍ନାକୁ ଆସିଛି ଭୋକର କରୁଣ ଚିତ୍ର। ଅଳିଆ ଆବର୍ଜନା ଭିତରୁ ପଚାସଢ଼ା ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି ଜଣେ ଯୁବକ। ଏଭଳି ଏକ ବିଚଳିତ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଅଞ୍ଚଳରେ। ସ୍ଥାନୀୟ ବଜାରସ୍ଥିତ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ହରିହରଯୋରରେ ଇକୋ ଟୁରିଜିମ ଉଦ୍‌ଘାଟିତ; ଜଳଭଣ୍ଡାରରେ ପର୍ଯ୍ୟଟକଙ୍କୁ ମିଳିବ ନୌକାବିହାର ସୁବିଧା

ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ହରିହରଯୋର ଡ୍ୟାମଠାରେ ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପ ଗୁରୁବାର ଉଦ୍‌ଘାଟିତ ହୋଇଛି। ଏଠାରେ ଥିବା ଜଳଭଣ୍ଡାରରେ ପର୍ଯ୍ୟଟକମାନଙ୍କୁ ନୌକାବିହାର ସୁବିଧା ମିଳିପାରିବ। ଏହି ପ୍ରକଳ୍ପକୁ ଆଜି ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ବସ୍‌ ଧକ୍କାରେ ନାବାଳକର ମୃତ୍ୟୁ ଘଟଣା ନେଇ ଉତ୍ତେଜନା, ଲାଠି ଚାର୍ଜ କଲା ପୁଲିସ

ସମ୍ବଲପୁର: ଜଣେ ନାବାଳକ ସ୍କୁଟି ଚାଳକଙ୍କ ଉପରେ ଯାତ୍ରୀବାହୀ ବସ୍‌ ଚଢ଼ିଯିବାରୁ ଘଟିଥିବା ଦୁର୍ଘଟଣା ନେଇ ସମ୍ବଲପୁର ସହରରେ ଆଜି ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକଙ୍କ ବିରୋଧରେ ପୁଲିସ ଲାଠିଚାର୍ଜ କରିଛି। ପୁଲିସ ଗୋଡେଇ ଗୋଡେଇ ଲୋକଙ୍କୁ ମାଡ଼ ମାରିଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି/କାଳିମେଳା: ସୁରକ୍ଷାବାହିନୀକୁ ପୁଣି ବଡ଼ଧରଣର ସଫଳତା ମିଳିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ବିରୋଧରେ ପୁଲିସକୁ ବଡ଼ ସଫଳତା: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି: ପଡ଼ୋଶୀ ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଥିବା ରବିବାର ଜଣାପଡ଼ିଛି। ସର୍ଚ୍ଚଅପରେସନ ସମୟରେ ସୁରକ୍ଷାକର୍ମୀ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସୁକୁମା-ଦନ୍ତେଓ୍ବାଡ଼ା ଜିଲ୍ଲାର ସୀମାର କଟେକଲ୍ୟାଣ ଥାନା ଅଧୀନ ଡବ୍ବାକୁନ୍ନା ଜଙ୍ଗଲରେ ଏହି…
ଅଧିକ ଖବର ଦେଖନ୍ତୁ...

ଗୋସେଇଁଧାରା ଜଳପ୍ରପାତରେ ୮୦ ଫୁଟ ତଳକୁ ଖସୁଛି ପାଣି, ପ୍ରଶାସନର ଅବହେଳା ଯୋଗୁଁ ବଦଳୁନି ଭାଗ୍ୟ?

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅନେକ ପର୍ଯ୍ୟଟନସ୍ଥଳୀ। ବ୍ଲକରେ ରହିଥିବା ଅନେକ ଶୈବପୀଠ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥି ମଧ୍ୟରୁ ଅନ୍ୟତମ ଜଳପ୍ରପାତ ହେଉଛି ଗୋସେଇଁଧାରା। ଏହି ପର୍ଯ୍ୟଟନସ୍ଥଳୀର ଉପର ଭାଗରେ ରହିଛି…
ଅଧିକ ଖବର ଦେଖନ୍ତୁ...

ଭବ୍ୟ ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମିପୂଜନ, ୩ କୋଟି ଟଙ୍କା ଖର୍ଚ୍ଚ ଆକଳନ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢିଠାରେ ଏକ ମହାଲକ୍ଷ୍ମୀ ମନ୍ଦିର ନିର୍ମାଣ ହେବ। ଏହାର ନିର୍ମାଣ ପାଇଁ ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏଠାରେ ଭବ୍ୟ ମନ୍ଦିର ନିର୍ମାଣ ପୂର୍ବରୁ ପବିତ୍ର ମାର୍ଗଶୀର ମାସ ତୃତୀୟ ଗୁରୁବାର ଅବସରରେ…
ଅଧିକ ଖବର ଦେଖନ୍ତୁ...