ନୂଆଦିଲ୍ଲୀ: ଏବେ ଯୁବପିଢ଼ିଙ୍କୁ ଘାରିଛି ରିଲ୍ ନିଶା। ଲୋକପ୍ରିୟ ହେବା ପାଇଁ ଲୋକେ ବିପଦରେ ପକାଉଛନ୍ତି ଜୀବନ। କିଏ ଝରଣା ଆଗରେ ତ କିଏ ପାହାଡ଼ ଉପରେ ଠିଆ ହୋଇ କରୁଛି ରିଲ୍। ଅନେକ ଦୁର୍ଘଟଣା ଘଟି ସାରିଥିଲେ ବି ସଚେତନ ହେଉନାହାନ୍ତି ଲୋକେ। ଏବେ ପୁଣି ଜଣେ ଯୁବକ ନିଜ ଜୀବନକୁ ବାଜି ଲଗାଇ ରିଲ୍ ସୁଟ୍ କରିଥିବା ଦେଖାଯାଇଛି। ପଙ୍କ ଭର୍ତ୍ତି ପୋଖରୀ ଭିତରକୁ ଡେଇଁବାର ଦୃଶ୍ୟ ରେକର୍ଡ କରିବାକୁ ଯାଇ ସେ ମୃତ୍ୟୁକୁ ନିମନ୍ତ୍ରଣ କରିଥିବାର ଭିଡିଓ ଏବେ ଭାଇରାଲ ହେଉଛି।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)