କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋନ୍ଧାରଙ୍କ କାହାଣୀ | କେମିତି ସଂଘର୍ଷ କରି କ୍ୟାରିୟର ଗଢ଼ିଥିଲେ ମହାରାଷ୍ଟ୍ରର ଏହି ପୁଅ | ଚାଷୀଘରର ପୁଅ କେମିତି ହୋଇଛନ୍ତି ଆଇଏଏସ-ଆଇପିଏସ... ସଙ୍ଘର୍ଷ ଓ ସଫଳତାର କାହାଣୀ କହିଲେ କେନ୍ଦ୍ରମନ୍ତ୍ରୀ | ଧର୍ମେନ୍ଦ୍ରଙ୍କ କହିବା କଥା ଯେ ସମ୍ବଲପୁର ଜିଲ୍ଲାପାଳ ହେଉଛନ୍ତି ଜଣେ ଆଖୁଚାଷୀଙ୍କ ପୁଅ |
ଆହୁରି ପଢନ୍ତୁ: Suicide Attack In Pakistan: ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୬ ସୈନିକଙ୍କ ମୃତ୍ୟୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)