ମହୋବା: ଯେକୌଣସି ମଣିଷ ପାଇଁ, ତା’ର ଘର ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇଥାଏ। ହେଲେ ୟୁପିରେ ଜଣେ ବୃଦ୍ଧ ଏବଂ ତାଙ୍କ ଝିଅ ପାଇଁ ନିଜ ଘର ହିଁ ନର୍କ ପାଲଟିଥିଲା। ଦିନେ କି ୨ଦିନ ନୁହେଁ, ଦୀର୍ଘ ୫ବର୍ଷ ଧରି ସେ ସେହି ନର୍କ ଭିତରେ ଜୀବନ ବିତାଇଥିଲେ। ନା ଖାଇବାକୁ ମିଳୁଥିଲା ନା ଦେହ ଖରାପ ହେଲେ ଔଷଧ ମିଳୁଥିଲା। ଅନ୍ଧାର ଘର ଭିତରେ ୨ବାପ-ଝିଅଙ୍କ ଜୀବନ ନର୍କ ପାଲଟିଯାଇଥିଲା। ୫ବର୍ଷର ସଂଘର୍ଷ ପରେ ଏବେ ବାପାର ଜୀବନ ଚାଲିଯାଇଥିବା ବେଳେ ଜିଅନ୍ତା କଙ୍କାଳ ପାଲଟିଛି ଝିଅ।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)