ଗାଜିଆବାଦ: ନିଜ ଜୀବନର ସ୍ମରଣୀୟ ଦିନକୁ ପାଳନ କରିବା ପାଇଁ ଲୋକେ ବାହାରକୁ ଯାଇଥାନ୍ତି। କିଏ ବୁଲିବାକୁ ତ କିଏ ଖାଇବାକୁ ବାହାରକୁ ଯାଇଥାଏ। ହେଲେ ଯଦି ଆପଣଙ୍କୁ ସୁସ୍ବାଦୁ ଖାଦ୍ୟ ବଦଳରେ ଛେପ ଲଗା ରୁଟି ମିଳେ, ତେବେ ଆପଣ କ’ଣ କରିବେ? କିଭଳି ପ୍ରତିକ୍ରିୟା ଦେବେ? ଉତ୍ତରପ୍ରଦେଶର ଗାଜିଆବାଦରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଷେୟା ଛେପ ଲଗାଇ ରୁଟି ସେକୁ ଥିବା ଦେଖିବାକୁ ମିଳିଛି। ଏଭଳି ମନକୁ ବିଚଳିତ କରିବା ଭଳି ଭିଡିଓ ଭାଇରାଲ ହେବା ପରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)