ସମୟ ବଦଳି ଯାଇଛି। ହାତରୁ ଖସି ପଡ଼ିଛି ଧନୁଶର, ବ୍ଧୁକ ଆଉ ଜାଲ। ଶିକାର କରୁଥିବା ମଣିଷ ଏବେ ପାଲଟିଛି ରକ୍ଷକ। ମଥାରୁ ଲିଭି ଯାଇଛି ପୁରୁଣା କଳଙ୍କ। ପକ୍ଷୀ ଶିକାର ବେଉସା ହଜି ଯାଇଛି। ତା ବଦଳରେ ଲୋକେ ଆପଣେଇଛନ୍ତି ପର୍ଯ୍ୟଟନ ଶିଳ୍ପକୁ ନିଜ ରୋଜଗାରର ମାଧ୍ୟମ। ଗାଇଡ୍ ସାଜି ପର୍ଯ୍ୟଟକଙ୍କୁ ପକ୍ଷୀଙ୍କ ବିଷୟରେ ନିଖୁଣ ଭାବେ କହୁଛନ୍ତି।
ଆହୁରି ଦେଖନ୍ତୁ:Devotion And Faith: ତୋ କରୁଣା ବାରି ବରଷି ଦେ: କାଳିଆ ଠାକୁରଙ୍କ ଆଗରେ କାନି ପାତି ପୁଅର ଜୀବନ ଭିକ୍ଷା କଲେ ମା’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)