ମୁମ୍ବାଇ: ନୂଆ ଅନ୍ଦାଜରେ ନୂଆ କାହାଣୀ 'ଅବତାର'ର ପାର୍ଟ ୩। ସିନେପ୍ରେମୀ ଦେଖିବେ ପାଣ୍ଡୋରାର ଏକ ସୁନ୍ଦର ଦୁନିଆ। ପୁଣିଥରେ ପାଣ୍ଡୋରାରେ ହେଉଛି ଧମାକା । ଏହାର ପାର୍ଟ ୩ ହେଉଛି 'ଅବତାର ଫାୟାର ଆଣ୍ଡ ଆଶ୍'.. ଯାହାକି ପରଦାରେ ଧମାଲ କରୁଛି। ସବୁବେଳେ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ ଜେମ୍ସ କାମେରୁନଙ୍କ 'ଅବତାର' ଦୁନିଆ। ଏହାର ଦୁଇଟି ପାର୍ଟ ରିଲିଜ୍ ହୋଇସାରିଥିଲା। ଏବେ ତୃତୀୟ ପାର୍ଟକୁ ନେଇ ବେଶ ଉତ୍ସାହ ଅଛନ୍ତି ଦର୍ଶକ। ତେବେ ଆସନ୍ତୁ ନଜର ପକାଇବା ପାର୍ଟ ୩ରେ କ'ଣ ରହିଛି ଏବଂ ଦର୍ଶକ କେତେ ମାତ୍ରାରେ ପସନ୍ଦ କରୁଛନ୍ତି। 

Advertisment

ଆହୁରି ପଢ଼ନ୍ତୁ: Heartwarming video: ମୋର ଝିଅ ହୋଇଛି... ମୋର ଝିଅ ହୋଇଛି କହି ହସ୍ପିଟାଲରେ ଖୁସିରେ ଝୁମିଗଲେ ବାପା