ବାରାମତି: ବୁଧବାର ସକାଳୁ ଘଟିଥିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା। ଦେଶର ଜଣେ ଜଣାଶୁଣା ନେତାଙ୍କ ଦେହାନ୍ତ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହେବା ଖବର ରାଜନୈତିକ ମହଲରେ ଶୋକର ଲହରୀ ଖେଳାଇ ଦେଇଛି। ଦୁର୍ଘଟଣାର ଛାତିଥରା ଭିଡିଓ ସବୁ ସାମ୍ନାକୁ ଆସିବା ପରେ ଆଖି ଆଗରେ ନାଚି ଉଠୁଛି ଅତୀତର ସବୁ ଘଟଣାବଳୀ । କେବଳ ଅଜିତ୍ ନୁହନ୍ତି, ଦୀର୍ଘ ୪୬ବର୍ଷ ମଧ୍ୟରେ ଭାରତର ଅନେକ ରାଜନେତାଙ୍କୁ ଛଡ଼ାଇ ନେଇଛି ବିମାନ ଦୁର୍ଘଟଣା।

Advertisment

Wood Loaded Truck Seized ସଇଁତଲା ବନ ବିଭାଗର ଚଢ଼ାଉ; ଖଇର କାଠ ବୋ‌ଝେଇ ଟ୍ରକ୍ ଜବତ, ଡ୍ରାଇଭର୍ ଫେରାର