ନୂଆଦିଲ୍ଲୀ: କ୍ରେନରେ ଝୁଲି ଫସିଥିବା ପକ୍ଷୀର ଜୀବନ ବଞ୍ଚାଇଲେ ଯୁବକ। ପଞ୍ଜାବରେ ଘଟିଛି ଏହି ଘଟଣା। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଜଣେ କ୍ରେନ୍ ଅପରେଟର ଉଚ୍ଚ ତାରରେ ଫସି ରହିଥିବା ଏକ ପକ୍ଷୀକୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି। ଏକ ଗୁରୁଦ୍ୱାର ବାହାରେ ଥିବା ଲାଇଟ୍ ଖୁଣ୍ଟରେ ଫସିଥିଲା ପକ୍ଷୀ। ଅନେକ ଚେଷ୍ଟା ପରେ ଯୁବକଜଣଙ୍କ ତାଙ୍କୁ ମୁକ୍ତ କରିବାରେ ସଫଳ ହୋଇଥିଲେ।
ଆହୁରି ଦେଖନ୍ତୁ:
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)