Naveen Pattnaik: ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା, ନବୀନ ଦେଖାଇଲେ ବଡ ହୃଦୟ
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ବଡ ଘୋଷଣା | ଦରକାର ନାହିଁ ବଢ଼େଇଥିବା ଦରମା | ଓଡ଼ିଶାର ଲୋକଙ୍କ ପାଇଁ ଖର୍ଚ୍ଚ ହେଉ ମୋ ଦରମା ଟଙ୍କା | ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ନବୀନ |
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)