ଗାଁକୁ ନାହିଁ ପକ୍କା ରାସ୍ତା। ବିଜୁଳି ଆଲୁଅ ସାତ ସପନ। ଦେଶ ବିକାଶ ପଥରେ ଆଗେଇ ଚାଲିଛି ବୋଲି ବଡ଼ ବଡ଼ ଦାବି କରୁଛନ୍ତି ସରକାର। ଅପହଞ୍ଚ ଗାଁକୁ ପକ୍କା ରାସ୍ତା ଦେଇଛୁ....ଅନ୍ଧାରରେ କଟୁଥିବା ଜବୀନକୁ ଆଲୋକିତ କରିଛୁ ବୋଲି ଡେଙ୍ଗୁରା ପିଟୁଛନ୍ତି ରାଜନୈତିକ ଦଳ। ହେଲେ ବାସ୍ତବିକ ଚିତ୍ର କିଛି ଅଲଗା। ଏବେବି ଏଭଳି ଅନେକ ଗାଁ ରହିଛି ଯେଉଁଠି ବିକାଶର ପାଦ ପଡିନି। ଏମିତି ଏକ ଗାଁ ହେଉଛି ଗଜପତିଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ କଈଁପୁର ପଞ୍ଚାୟତର ଉଡାଲିଙ୍ଗ।

Advertisment

ଆହୁରି ପଢ଼ନ୍ତୁ: Pakistan Sending Expired Relief: ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ Expired ହୋଇଯାଇଥିବା ଖାଦ୍ୟ ପ୍ୟାକେଟ ପଠାଇଲା ପାକିସ୍ତାନ