ଯାଜପୁର: ସଂଘର୍ଷ କରୁଛି ଶତ୍ରୁଘ୍ନ। ଆଖିକୁ ଠିକରେ ଦେଖାନଗଲେ ବି କ'ଣ ବା କରିବେ। ମୁଣ୍ଡ ଉପରେ ୫ ଜଣକ ବୋଝ। ପାମ୍ପଡ଼ ବିକିଲେ ଘରେ ଜଳିବ ଚୁଲି। ସେଥିପାଇଁ ତ ଖାଲି ପାଦରେ ଏ ଗାଁରୁ ସେ ଗାଁକୁ ବୁଲୁଛନ୍ତି ଯାଜପୁର ଜିଲ୍ଲା ରସୁଲପୁର ରସୁଣା ଗାଁର ଏହି ଯୁବକ। ଘରୁ ଛାଣି ଆଣିଥିବା ପାମ୍ପଡ଼ କେମିତି ବିକ୍ରିହେବ ଆଉ ଘର ପାଇଁ ସଉଦା ନେଇ ହେବ ସେଥିପାଇଁ ଅହରହ ପରିଶ୍ରମ କରନ୍ତି ଶତ୍ରୁଘ୍ନ।
ଆହୁରି ପଢ଼ନ୍ତୁ: PM Modi In Lok Sabha: ସମ୍ବିଧାନର ଶ୍ବାସରୁଦ୍ଧ କରିଥିଲା କଂଗ୍ରେସ; ବନ୍ଦେ ମାତରମ୍ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏଭଳି କହିଲେ ପ୍ରଧାନମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)