ମ୍ବାଇର ମୀରା ଭାୟନ୍ଦରର ବିପି ରୋଡରେ ସାଇ ବାବା ହସ୍ପିଟାଲ ପଛରେ ଥିବା ପାରିଜାତ ବିଲଡିଂରେ ଏକ ଚିତାବାଘ ପ୍ରବେଶ କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ସଙ୍ଗେସଙ୍ଗେ ବାଘ ଆକ୍ରମଣରୁ ଉଦ୍ଧାର କରି ସାଇ ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକପଢ଼ନ୍ତୁ:ମାତ୍ରାଧିକ ଫାଷ୍ଟଫୁଡ୍ ଖାଉଥିଲେ ଛାତ୍ରୀ, ଚିକିତ୍ସା ପରେ ବି ବଞ୍ଚିପାରିଲାନି ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)