ଗରମ ଗରମ ଚା’ ଦେଲେ। ଆଉ ଲୋକଙ୍କ ମନ କିଣିନେଲେ। ଗତ କିଛି ଦିନ ହେବ ଜଣେ ମହିଳାଙ୍କ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ସେ ଏଭଳି କିଛି କରିଥିବା ଦେଖାଯାଇଛି, ଯାହା ଲୋକଙ୍କ ମନ କିଣିଛି। ଗତ କିଛି ଦିନ ହେବ ପାରଦ ଖସିବା ସହ ଶୀତ ବଢ଼ିଛି। ଅତି ଆବଶ୍ୟକ ନଥିଲେ ସକାଳ ୮ଟା କି ୯ଟା ନହେଲେ ଲୋକେ ଘରୁ ବାହାରୁ ନାହାନ୍ତି। ଶୀତ ସାଙ୍ଗକୁ ଥଣ୍ଡା ପବନ ଦେହକୁ ଥରାଇ ଦେଉଛି। କମ୍ବଳ ଭିତରୁ ବାହାରିବା ପାଇଁ ଲୋକେ ୧୦ଥର ଭାବୁଛନ୍ତି ନିଶ୍ଚୟ। ହେଲେ ହାଡ଼ଭଙ୍ଗା ଶୀତରେ ବି ସକାଳ ୬ଟା ନେହେଉଣୁ ରାଜଧାନୀର ରାଜରାସ୍ତାରେ ଶୁଭୁଛି 'ଗାଡ଼ି ୱାଲା ଆୟା ଘର ସେ କଚରା ନିକାଲ'...
ଆହୁରି ଦେଖନ୍ତୁ: Sydney Terror Attack: ଆତଙ୍କବାଦୀଙ୍କୁ କିଭଳି ରାଇଫଲ ସହ ଜାବୁଡ଼ି ଧରିଥିଲେ ଅହମଦ? ଭିଡିଓରେ ଦେଖନ୍ତୁ ସାହସିକତାର ଦୃଶ୍ୟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)