ଦେଶୀ ଲୁକ୍ରେ ଅଙ୍କିତା ଲୋଖଣ୍ଡେ
ଅଙ୍କିତା ଲୋଖଣ୍ଡେ ନିଜ ନୂଆ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଏଥିରେ ସବୁଜ ରଙ୍ଗର ପୋଷାକ ‘ସାରାରା’ ପିନ୍ଧିଛନ୍ତି।
Photo Credit : Sambad.in
ଅଙ୍କିତା ଲୋଖଣ୍ଡେ ନିଜ ନୂଆ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ଏଥିରେ ସବୁଜ ରଙ୍ଗର ପୋଷାକ ‘ସାରାରା’ ପିନ୍ଧିଛନ୍ତି।
ଅଙ୍କିତା ସବୁଜ ରଙ୍ଗର ସାରାରା ପିନ୍ଧିବା ସହ ମୁଣ୍ଡରେ ଓଢଣୀ ଦେଇଛନ୍ତି। ଯାହା ତାଙ୍କୁ ଦେଶୀ ଲୁକ୍ ଦେଉଛି। ଅଙ୍କିତାଙ୍କ ଏହି ଲୁକ୍ ପ୍ରଶଂସଙ୍କୁ ବେଶ୍ ପସନ୍ଦ ଆସିଛି।
ଅଙ୍କିତା ଏହି ସାରାରା ସହ କାନଫୁଲ, ମଥାମଣି ପରି ଅନେକ ଗହଣା ପିନ୍ଧିଛନ୍ତି। କେବଳ ଗହଣା ନୁହେଁ ଅଙ୍କିତାଙ୍କ ମେକଅପ୍ ମଧ୍ୟ ବହୁତ ସୁନ୍ଦର ହୋଇଛି। ଏହିସବୁ ଫଟୋରେ ଅଙ୍କିତା ମୋଗଲ ସମ୍ରାଜର ରାଣୀ ପରି ଦେଖାଯାଉଛନ୍ତି।
ଡ୍ରେସ ସହ ଅଙ୍କିତା ବହୁତ ଗୁଡିଏ ଫଟୋ ନିଜ ଇଷ୍ଟ୍ରାଗ୍ରାମ ଆକାଉଣ୍ଡରେ ସେୟାର କରିଛନ୍ତି। ସବୁ ଫେଟୋରେ ତାଙ୍କୁ ଭିନ୍ନ ଭିନ୍ନ ପୋଜରେ ଦେଖିବାକୁ ମିଳିଛି।
ପାରମ୍ପରିକ ଲୁକ୍ରେ ଜଣେ ସୁନ୍ଦର ଦେଖାଯାଇ ପାରିବ। ଏହା ଅଙ୍କିତା ପ୍ରମାଣିତ କରିଛନ୍ତି। ପ୍ରଶଂସକ ତାଙ୍କ ଏହି ନୂଆ ଲୁକ୍କୁ ବହୁତ ପ୍ରଶଂସା କରିଛନ୍ତି।