ଅନୁସନ୍ଧାନ କରୁଥିବା ବର୍ଗ

ବଲାଙ୍ଗୀର

କଣ୍ଟାବାଞ୍ଝି: ନିଖୋଜ ନାବାଳକର ମୁଣ୍ଡବିହୀନ ମୃତଦେହ ମିଳିଲା, ବଳି ସନ୍ଦେହ

କଣ୍ଟାବାଞ୍ଝି: ତିନି ଦିନ ତଳୁ ନିଖୋଜ ଥିବା ଜଣେ ୧୦ ବର୍ଷର ନାବାଳକର ମୁଣ୍ଡବିହୀନ ମୃତଦେହ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ନିକଟସ୍ଥ ଉଣ୍ଡ୍ରେ ନଦୀର ସୁନିଆ ଘାଟ ନିକଟକୁ ଜବତ କରାଯାଇଛି। ସମ୍ପୃକ୍ତ ନାବାଳକଙ୍କୁ ବଳି ଦିଆଯାଇଥିବା ନେଇ ସନ୍ଦେହ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଉପରଝର ପେକ୍ସ ଜାଲିଆତି ମାମଲା:ସ˚ପାଦକଙ୍କ ବଦଳି ନିର୍ଦେଶ

ଦେଓଗାଁ: ଉପରଝର ପେକ୍ସ ଜାଲିଅାତି ମାମଲାର ଏଆର୍‌ସିଏସ୍ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ପେକ୍ସର ସ˚ପାଦକ ତଥା ବିଡିସିସି ବ୍ୟାଙ୍କ, ଜରାସି˚ହା ଶାଖାର ସୁପରଭାଇଜର ଥିବା ଅମର ଚୌହାନଙ୍କୁ ସୁବର୍ଣ୍ଣପୁୁର ଜିଲ୍ଲା ତରଭା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖାକୁ ବଦଳି କରାଯାଇଛି। ଏାହି…
ଅଧିକ ଖବର ଦେଖନ୍ତୁ...

୧୩୩ ଲିଟର ଦେଶୀ ମଦ ଜବତ

ବଲାଙ୍ଗୀର: ଦଶହରା ଅବସରରେ ସ୍ବତନ୍ତ୍ର ଅବକାରୀ ଚଢଉ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି। ଖୁଜେନପାଲିରେ ଚଢଉ କରି ବାଳକୃଷ୍ଣ ବାଗଙ୍କ ନିକଟରୁ ୬୦ଲିଟର ଦେଶୀ ମଦ, ଯୋଗେଶ୍ବର ସାହୁଙ୍କ ନିକଟରୁ ୧୦ଲିଟର ଦେଶୀ ମଦ ଓ ମାକରଚୁଆଁର ସଦାଶିବ କାଲସାଏଙ୍କ ଘରେ ଚଢଉ କରି ୨୦ଲିଟର ଦେଶୀ ମଦ ଜବତ…
ଅଧିକ ଖବର ଦେଖନ୍ତୁ...

କୋଟିପତି ଏସିଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବଲାଙ୍ଗୀର : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଅତିରିକ୍ତ ବାଣିଜ୍ୟ କର ଅଧିକାରୀ (କଣ୍ଟାବାଂଜି ଅତିରିକ୍ତ ଦାୟିତ୍ବ) ଧୀରେନ୍ଦ୍ର ନାଥ ମିଶ୍ରଙ୍କ ମହାଲକ୍ଷ୍ମୀ ନଗରସ୍ଥିତ ଘରେ ଭିଜିଲାନ୍ସ ଟିମ ଗୁରୁବାର ଚଢ଼ଉ କରିଛି। ଶ୍ରୀ ମିଶ୍ର କୋଟିଏ ଟଙ୍କାରୁ ଅଧିକ ସଂପତ୍ତି ଠୁଳ କରିଥିବା…
ଅଧିକ ଖବର ଦେଖନ୍ତୁ...

ବିବାଦରେ କଣ୍ଟାବାଞ୍ଜି ବିଧାୟକ

ବଲାଙ୍ଗୀର : ଗତ ୨ ତାରିଖରେ ଆରମ୍ଭ ହୋଇଥିବା ବିଜୁ ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ରାସନ କାର୍ଡ ବଣ୍ଟନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୋମବାର ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଝଲପ ପଞ୍ଚାୟତର ମୁମିଁଆ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ଚକଡ଼ା ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଧାନ ଫସଲରେ ବ୍ୟାପୁଥିବା ଚକଡ଼ା ରୋଗର ସ୍ଥିତି ଅନୁଧ୍ୟାନ କରିବାକୁ ରବିବାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଆସି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁ ଦେଖିଛନ୍ତି। ଭାରତ ସରକାରଙ୍କ କେନ୍ଦ୍ରୀୟ ସମନ୍ବିତ ରୋଗ ପୋକ ନିୟନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ବନ୍ଦୀ ଜୀବନରୁ ମୁକ୍ତି ପାଇଲେ ଦେବରାଜ ଓ ବଳଭଦ୍ର

ବଲାଙ୍ଗୀର: ଟିଟିଲାଗଡ ଏଡିଜେ ଭାଟିପଡ଼ାର ଦେବରାଜ ସାହୁଙ୍କୁ ଏକ ମାମଲାରେ ସଜା ଶୁଣାଇଥିଲେ। ସେ ୨୦୨୦ ମସିହାରେ ଜେଲରୁ ମୁକୁଳିବାର ଥିଲା। କିନ୍ତୁ ତାଙ୍କର ସୁନ୍ଦର ଆଚରଣ ଓ ବ୍ୟବହାର ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟର ସ୍ବତନ୍ତ୍ର ନିର୍ଦ୍ଦେଶ ବଳରେ ତାଙ୍କୁ ଜେଲରୁ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ମୁଣ୍ଡରେ ଚକଡ଼ା ଚଡ଼କ

ଦେଓଗାଁ: ଦେଓଗାଁ ବ୍ଲକ୍ ଅଞ୍ଚଳର ଧାନ ଫସଲରେ ଚକଡ଼ା ପୋକ ଲାଗିଥିବାରୁ ଚାଷୀ ଚିନ୍ତାରେ ପଡ଼ିଯାଇଛି। ଅନ୍ୟପକ୍ଷରେ ଚାଷ ଜମିକୁ ଯାଇ କୃଷି ଅଧିକାରୀମାନେ ଚାଷୀଙ୍କୁ ପରାମର୍ଶ ଦେବା ବଦଳରେ ବଲାଙ୍ଗୀରରେ ରହୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କୁ ଫୋନ କରି ପଚାରିଲେ ବଲାଙ୍ଗୀରରେ…
ଅଧିକ ଖବର ଦେଖନ୍ତୁ...

ଶବାଗାରରେ ୨୪ ଘଣ୍ଟା ପଡ଼ି ରହିଲା ଶବ : ମୃତ ନାବାଳକଙ୍କୁ ବଞ୍ଚାଇବାକୁ ଗୁଣିଆଙ୍କ ଫୁଙ୍କାଝଡ଼ା

ବଲାଙ୍ଗୀର : ସାପ କାମୁଡ଼ାରେ ମରି ସାରିଥିଲା ନାବାଳକ ପୁଅ। କିନ୍ତୁ ଆଶା! ପୁଅକୁ ବଞ୍ଚାଇବା ପାଇଁ ଗୁଣିଆର ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର। ବଲାଙ୍ଗୀର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ଶବ ବ୍ୟବଚ୍ଛେଦ ଗୃହରେ ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

କୃଷି ଋଣ ପାଇଁ ଲାଞ୍ଚ: ଧରାପଡ଼ିଲେ ପେକ୍ସ ସଂପାଦକ

ବଲାଙ୍ଗୀର : କୃଷି ଋଣ କରାଇଦେବା ପାଇଁ ଲାଞ୍ଚ ନେଇ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଧଣ୍ଡାମୁଣ୍ଡା ପ୍ରାଥମିକ ସେବା ସମବାୟ ସମିତି(ପେକ୍ସ) ସଂପାଦକ ବଂଶୀଧର ପ୍ରଧାନ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପ୍ରଧାନ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ…
ଅଧିକ ଖବର ଦେଖନ୍ତୁ...