ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେଲା ବିଦ୍ୟୁତ କାଟ୍, ୮୦୦ ବ୍ୟାବସାୟିକ ଉପଭୋକ୍ତାଙ୍କ ବିଜୁଳି…

ଖୋର୍ଦ୍ଧା: ଆଜିଠାରୁ ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ  ବିଦ୍ୟୁତ କାଟ୍ ଆରମ୍ଭ ହୋଇଛି । ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ କାଟିଛି ସେସୁ । ପ୍ରଥମେ ବ୍ୟାବସାୟିକ ଉପଭୋକ୍ତାଙ୍କ ବିଜୁଳି କଟାଗଲା । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ବିଲ୍ ବାକି ରଖିଥିବା ବ୍ୟାବସାୟିକ…
ଅଧିକ ଖବର ଦେଖନ୍ତୁ...

କୋହଳ ଦଫା ଲଗାଇବା ପାଇଁ ଲାଞ୍ଚ ମାଗି ଫସିଲେ : ବେଗୁନିଆ ଥାନାର ମହିଳା ଏସ୍‌ଆଇ ନିଲମ୍ବିତ

ଖୋର୍ଦ୍ଧା : ଏକ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କୋହଳ ଦଫା ଲଗାଇବା ପାଇଁ ଲାଞ୍ଚ ମାଗିବାର ଅଡିଓ କ୍ଲିପ୍‌ ଭାଇରାଲ ହେବା ପରେ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ ବେଗୁନିଆ ଥାନାର ମହିଳା ସବ୍ଇନ୍ସପେକ୍ଟର ସୁଜାତା ପଲାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେହିପରି ଭାଇରାଲ୍‌…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ ଭାଇରାଲ, ଚାକିରିରୁ ନିଲମ୍ବିତ ହେଲେ ବେଗୁନିଆ ଥାନା ମହିଳା…

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାର ମହିଳା ଏସ୍‌ଆଇଙ୍କ ଉପରେ ୫-ଟି ଛାଟ ପଡ଼ିଛି। ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ୱାଇଁ ଆଜି ବେଗୁନିଆ ଏସ୍‌ଆଇ ସୁଜାତା ପଲେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି। ସୁଜାତା ପଲେଇ ଦୁଇ ଜଣ ଅଭିଯୁକ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ମାଗିବା ସଂପର୍କିତ ଅଡିଓ…
ଅଧିକ ଖବର ଦେଖନ୍ତୁ...

ଆସର ରିପୋର୍ଟରେ ଖୋର୍ଧା ଜିଲ୍ଲାର ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର: ତୃତୀୟ ପିଲା ଚିହ୍ନିପାରୁନାହାନ୍ତି ସଂଖ୍ୟା,…

ଭୁବନେଶ୍ବର: ତୃତୀୟ ‌ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଅକ୍ଷର କି ଶବ୍ଦ ପଢ଼ି ପାରୁନାହାନ୍ତି। ଖାଲି ସେତିକି ନୁହେଁ, ଗଣିତରେ ବି ଦୁର୍ବଳ ରହିଛନ୍ତି। ସଂଖ୍ୟା ଚିହ୍ନିପାରୁ ନାହାନ୍ତି, ମିଶାଣ, ଫେଡ଼ାଣ କରିପାରୁ ନାହାନ୍ତି। ଏହା ଆଉ କେଉଁ ଅଞ୍ଚଳର ଦୃଶ୍ୟ ନୁହେଁ। ବରଂ ଖୋଦ୍‌ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

ବେଆଇନ ବଉଳମାଳା ପଥର ଖଣି ଉପରେ ଚଢ଼ଉ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା : ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ବ ବିଭାଗ ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଆଜି ବିଭିନ୍ନ ବେଆଇନ ଖଣ୍ଡୋଲାଇଟ୍ ପଥର ଖଣି ଉପରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ପଥର କାରଖାନା ଭଙ୍ଗାଯିବା ସହ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରୁ ଫେରିଲେ ଫସିଥିବା ୪ ଓଡ଼ିଆ ଶ୍ରମିକ, ଅନ୍ୟ ୭ ଜଣଙ୍କୁ ଫେରାଇ ଆଣିବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକଙ୍କ ମଧ୍ୟରୁ ଆଜି ୪ ଜଣ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି | ଏହି ୪ ଜଣ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ । ବିମାନବନ୍ଦରରେ ଓହ୍ଲାଇବା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ଆଇଏନ୍‌ଏସ୍‌ ଚିଲିକାର ୨୯୮୩ ପ୍ରଶିକ୍ଷାର୍ଥୀଙ୍କ ପାସିଂ ଆଉଟ୍ ପ୍ୟାରେଡ୍‌

ବାଲୁଗାଁ/ବାଣପୁର : ଚିଲିକା ନୌସେନା ତାଲିମ୍ କେନ୍ଦ୍ରରେ ପ୍ରଶିକ୍ଷଣ ଗ୍ରହଣ କରିଥିବା ୨୯୮୩ ଜଣ ନାବିକଙ୍କ ପାସିଂ ଆଉଟ୍ ପ୍ୟାରେଡ଼୍ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭାଇସ୍‌ ଆଡ୍‌ମିରାଲ୍‌ ଏକେ ଚାଓଲା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିବା ସହ…
ଅଧିକ ଖବର ଦେଖନ୍ତୁ...

ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣା, ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ଦଙ୍ଗା ଭଳି ସାଂଘାତିକ ଦଫା

ଭୁବନେଶ୍ବର : ଜେଏନୟୁ ଶୈଳୀରେ ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାକୁ ଗମ୍ଭୀରତାର ସହ ନେଇଛି କମିସନରେଟ୍ ପୁଲିସ୍। ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ଦଙ୍ଗା ଭଳି ସାଂଘାତିକ ଦଫା । ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ ।…
ଅଧିକ ଖବର ଦେଖନ୍ତୁ...

ପୋଲବାଡ଼ାରେ ବାଜି ୩୦ ଫୁଟ୍ ତଳେ ଥିବା ଆମ୍ବଗଛରେ ଲଟକିଗଲା ବାଇକ୍, ଦୁଇ ଗୁରୁତର

ବାଲିଅନ୍ତା : ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ପୋଲରୁ ବାଇକ୍ ତଳେ ଖସି ପଡ଼ିବାରୁ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରକାଶ ଯେ ବାଲିଅନ୍ତା ଥାନା ଅନ୍ତର୍ଗତ ଅଟଳା ଗାଁର ଭୋଇ ସାହିର…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ

ବାଲୁଗାଁ : ଚଳିତ ବର୍ଷ ଶୀତଋତୁରେ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି। ଗତ ବର୍ଷ ଆସିଥିବା ପକ୍ଷୀ ସଂଖ୍ୟାଠାରୁ ଏହା ୫୨ ହଜାର ଅଧିକ ବୋଲି ଆଜି ‌ପକ୍ଷୀ ଗଣନା ପରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକାର…
ଅଧିକ ଖବର ଦେଖନ୍ତୁ...