ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରେଳ ଧାରଣାରେ ବୋମା ଗୁଜବ : ଟ୍ରେନ୍‌ ସେବା ଦୁଇ ଘଣ୍ଟା ବାଧାପ୍ରାପ୍ତ

ପୁରୀ : ବୋମା ଗୁଜବ ଯୋଗୁ ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ଥିବା ରେଳପଥରେ ଆଜି କିଛି ସମୟ ପାଇଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପାଖାପାଖି ୪ଟି ଟ୍ରେନ୍‌ ୨ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଷ୍ଟେସନ୍‌ ଛାଡିଥିଲେ। ଶୁକ୍ରବାର ସକାଳେ ବୀରପୁରୁଷୋତ୍ତମପୁର ରେଳ ଷ୍ଟେସନ୍‌ ନିକଟସ୍ଥ ରେଳ…
ଅଧିକ ଖବର ଦେଖନ୍ତୁ...

ବେଦକୁ ପ୍ରାଧାନ୍ୟ ଦିଆଯାଉ: ଶଙ୍କରାଚାର୍ଯ୍ୟ

ପୁରୀ : ବିକାଶ ନାଁରେ ବିଶ୍ୱ ବିନାଶ ଆଡ଼କୁ ଗତି କରୁଛି। ଭାରତକୁ ବିନାଶରୁ ଉଦ୍ଧାର ପାଇଁ ବେଦକୁ ପ୍ରାଧାନ୍ୟ ଦିଆଯାଉ। ବେଦବିହୀନ ବିକାଶ ଅସମ୍ଭବ। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଆଜି ଅନୁଷ୍ଠିତ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ…
ଅଧିକ ଖବର ଦେଖନ୍ତୁ...

ସୁଦର୍ଶନଙ୍କୁ ଅପମାନ : ବାଡଗ୍ରାହୀ ନ ଥାଇ ଭିଡ଼ି ନେଲେ

ପୁରୀ : ନିଳାଦ୍ରୀ ବିଜେ ପହଣ୍ଡି ବେଳେ ସୁଦର୍ଶନ ମହାପ୍ରଭୁଙ୍କୁ ଅପମାନ କରାଯାଇଥିଲା। ଦଇତା ସେବକମାନେ ମହାପ୍ରଭୁଙ୍କୁ ଭିଡି ନେଇଥିଲେ। ଏମିତିକି ବାଡଗ୍ରାହୀ ନଥାଇ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଥିଲା। ଠାକୁରଙ୍କୁ ଯେଉଁଭଳି ଢଙ୍ଗରେ ଭିଡାଓଟରା କରାଗଲା ତାହା ଖାଲି ଅସମ୍ମାନସୂଚକ…
ଅଧିକ ଖବର ଦେଖନ୍ତୁ...

ରତ୍ନବେଦିରେ ଦର୍ଶନ ଦେଲେ ମହାପ୍ରଭୁ, ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ : ଗତକାଲି ନିଳାଦ୍ରୀ ବିଜେ ହେବା ପରେ ଆଜି ନୀଳକନ୍ଦରରେ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ୨୯ ଦିନ ଖାଁ ଖାଁ ରହିଥିବା ଶ୍ରୀମନ୍ଦିର ପୁଣି ଗହଳଚହଳ ହୋଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେହିଭଳି ଭକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ଶଙ୍କରାଚାର୍ଯ୍ୟଙ୍କ ଶରଣ ପଶିଲେ ସେବାୟତ

ପୁରୀ : ଜଗତଗୁରୁ ଶଙ୍କରାଚାର୍ଯ୍ୟ ସନାତନ ଧର୍ମର ପ୍ରାଣ ପ୍ରତିଷ୍ଠାତା। ହଜାର ହଜାର ବର୍ଷ ଧରି ଶଙ୍କରାଚାର୍ଯ୍ୟ ଶାସ୍ତ୍ରାନୁମୋଦିତ ଧର୍ମର ପ୍ରତିପାଳନ କରି ଆସୁଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଧର୍ମ, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ତାଙ୍କୁ ଅଣଦେଖା ଆଜି ବିପତ୍ତି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପ୍ରଶାସନକୁ ଘାରିଛି ରେକର୍ଡ ନିଶା : ଦିନରେ ସାରିଦେଲେ ସନ୍ଧ୍ୟା ଆଳତି!

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନାଁରେ ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ସବୁ ନୀତି ଓ ପରମ୍ପରାକୁ ଜଳାଞ୍ଜଳି ଦେବାକୁ ପଛାଇ ନାହିଁ। ସରକାରଙ୍କଠାରୁ ବାହାବା ସାଉଁଟିବା ତଥା ରେକର୍ଡ ନିଶାରେ ମନ୍ଦିର ପ୍ରଶାସନ ଭକ୍ତଙ୍କ ଭାବାବେଗ ସହିତ ଖେଳିଛି। ଆଜି ପବିତ୍ର…
ଅଧିକ ଖବର ଦେଖନ୍ତୁ...

ରତ୍ନ ସିଂହାସନକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତିି

ପୁରୀ : ପବିତ୍ର ନୀଳାଦ୍ରି ବିଜେ ଅବସରରେ ରତ୍ନ ସିଂହାସନକୁ ଆଜି ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଆସନ୍ତାକାଲିଠାରୁ ନୀଳକନ୍ଦରରେ ଚତୁର୍ଦ୍ଧା ମୂର୍ତ୍ତି ଭକ୍ତଜନଙ୍କୁ ଦର୍ଶନ ଦେବେ। ଖାଁ ଖାଁ ଲାଗୁଥିବା ଶ୍ରୀମନ୍ଦିର ପୁଣି ଗହଳଚହଳ ହେବ। ଆସନ୍ତାକାଲି ଶ୍ରୀମନ୍ଦିରରେ ନୀଳାଚଳ ଅବଢା…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା

ଗୋପ : ସ୍ପଷ୍ଟ ଦିବାଲୋକରେ ଏକ ଘରୋଇ ବ୍ୟାଙ୍କର ଦୁଇ ଜଣ ମହିଳା କର୍ମଚାରୀ ରାସ୍ତାରେ ଲୁଟ୍‌ର ଶିକାର ହୋଇଛନ୍ତି। ତିନି ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରି ସେମାନଙ୍କଠାରୁ ଲକ୍ଷେ ଦଶ ହଜାର ଟଙ୍କା ଲୁଟି ନେଇଛନ୍ତି। ଏଥିରେ ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଗୁରୁତର ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ମା ଲକ୍ଷ୍ମୀଙ୍କ ଅଭିମାନ : ଚାହାଣି ମଣ୍ଡପରେ କଣେଇ ଚାହିଁଲେ

ପୁରୀ : ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇଗଲେ, ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ମନ୍ଦିରରେ ଛାଡିଗଲେ। ଅଭିମାନରେ ମା ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ କୋପ କରିଥିଲେ। ମାନବୀୟ ଲୀଳା କରୁଥିବା ମହାବାହୁ ଆଜି ମଧ୍ୟ ଜଣେ ସାଧାରଣ ପତି-ପତ୍ନୀଙ୍କ ମଧ୍ୟରେ ଘଟୁଥିବା ରାଗରୁଷାକୁ ପ୍ରତିଫଳିତ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ଏନ୍‌ଏସିରେ ଭିଜିଲାନ୍ସ ଚଢ଼ାଉ : ଲାଞ୍ଚ ନେଇ ୨ କର୍ମଚାରୀ ଗିରଫ

କୋଣାର୍କ : କୋଣାର୍କ ଏନ୍‌ଏସି ଅଂଚଳରେ ପରିମଳ କାର୍ଯ୍ୟ ପାଇଁ ନିଯୁକ୍ତ ଏକ ଠିକା ସଂସ୍ଥାର ବିଲ୍‌ କରାଇବା ପାଇଁ ଲାଞ୍ଚ ନେବା ଅଭିଯୋଗରେ ଆଜି ଭୁବନେଶ୍ୱର ଭିଜିଲାନ୍‌ସ ଟିମ୍‌ ଏନ୍‌ଏସି କାର୍ଯ୍ୟାଳୟରେ ପହଞ୍ଚି ଦୁଇ ଜଣଙ୍କୁ ଗିରଫ କରିଛି। ସଂପୃକ୍ତ ଠିକା ସଂସ୍ଥା ଠାରୁ ଅଭିଯୋଗ ପାଇ ଡିଏସ୍‌ପି…
ଅଧିକ ଖବର ଦେଖନ୍ତୁ...