ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥ ଖଳା ହାଲ୍‌ଚାଲ୍‌ : ସରିଲା ନନ୍ଦିଘୋଷ ଓ ତାଳଧ୍ୱଜ ରଥ ଅଖ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୯ ଦିନ ପୂରିଛି। ଆଜି ରଥଖଳାରେ ଦଣ୍ଡା ଅନୁକୂଳ ହୋଇଥିବାବେଳେ ଚଉଦ ନାହାକା କାଠ ହଣା କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି କଟକ କରତକଳରୁ ଚଉଦ ୨୦ ଫୁଟିଆ ନାହାକା କାଠ ଟ୍ରକ୍‌ ଯୋଗେ ପହଞ୍ଚିବା ପରେ ଆଜିଠାରୁ ଏହାର ହଣା କାର୍ଯ୍ୟ ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପୁଣି ଆରମ୍ଭ : ମୁକ୍ତ ହେଲା ଆଉ ଦେଢ଼ ହଜାର ଏକର

ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲରେ ଥିବା ବେଆଇନ ଚିଙ୍ଗଡ଼ି ଘେରିରେ ପ୍ରଶାସନ ବୁଲ୍‌ଡୋଜର ଚଲାଇଛି। ମାଟି ଘେରି ବନ୍ଧ ଓ ଜାଲ ଏବଂ କୀଳା ଦ୍ୱାରା ହୋଇଥିବା ଚିଙ୍ଗୁଡ଼ି ଘେରିକୁ ଭାଙ୍ଗି ଦିଆଯାଇଛି। ପୂର୍ବରୁ ବିଭିନ୍ନ ଆଜି ସକାଳୁ ପ୍ରଶାସନ ଘେରି ଭାଙ୍ଗିଥିବାବେଳେ ଆଜିର ଉଚ୍ଛେଦ ବେଳେ ଚିଲିକାର…
ଅଧିକ ଖବର ଦେଖନ୍ତୁ...

ପୁରୀ:ପୁଲିସ ଏନକାଉଣ୍ଟରରେ ଅପରାଧୀ ଗୁରତର

ପୁରୀ: ଗତକାଲି ରାତିରେ ପୁରୀ ଜିଲ୍ଲା ପିପିଲି ଥାନାରେ ଅଞ୍ଚଳରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ତାଙ୍କ ନାମ ସର୍ବେଶ୍ୱର ବେହେରା(୩୩ ବର୍ଷ) ଓ ଘର ପୁରୀ ଜିଲ୍ଲା ବାସେଳି ସାହି ଥାନା…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ସରିଲା ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୧୨ ଅଖ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜିକୁ ୩୮ ଦିନ ପୂରିଛି। ରଥଖଳାରେ ଆଜି ସୁଦ୍ଧା ମହାରଣା ସେବକମାନେ ନନ୍ଦିଘୋଷ ରଥର ୮ ଅଖରୁ ୬ଟି ଅଖ ଶେଷ କରିଥିବା ବେଳେ ତାଳଧ୍ୱଜ ରଥର ୭ଟି ଅଖରୁ ୬ଟି ଅଖ ଶେଷ କରିଛନ୍ତି। ଦର୍ପଦଳନ ରଥର ଅଖ କାମ ଓ ଯୋଖା କାମ ଆଗେଇ ଚାଲିଛି। ରୂପକାର ସେବକମାନେ…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ଆଗେଇ ଚାଲିଛି ଅଖକାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୭ ଦିନ ପୂରିଥିବା ବେଳେ ତିନିର ରଥର ବିଶ୍ୱକର୍ମାମାନଙ୍କ ନେତୃତ୍ଵରେ ମହାରଣା ସେବକମାନେ ଅଖ କାମକୁ ଆଗେଇ ନେଇଛନ୍ତି। ତିନି ରଥର ୪୨ ଚକ ପାଇଁ ୨୧ ଅଖ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୫ ଅଖ କାମ ସରିଛି। ନନ୍ଦିଘୋଷ ରଥର ୮ ଅଖରୁ ୩ ଅଖ କାମ…
ଅଧିକ ଖବର ଦେଖନ୍ତୁ...

ରଥ ଖଳା ହାଲଚାଲ : ସରିଲା ଗରଗରା ହଣା

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୩୬ ଦିନ ପୂରିଲା। ବିଶ୍ୱକର୍ମାମାନେ ମହାଣ୍ଟ ଓ ଚଉତା କାମକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଆଜିଠାରୁ ଅଖହଣା କାର୍ଯ୍ୟ ଆରମ୍ଭ କରାଯାଇଛି। ଚାରି ନାହାକା କାର୍ଯ୍ୟ ଶେଷ ହେବା ପରେ ଗତ ଦୁଇ ଦିନ ହେଲା ଗରଗରା କାଠ ହଣା କାର୍ଯ୍ୟ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ପାଇଁ ୨ କ୍ୱିଣ୍ଟାଲ ବାସୁଙ୍ଗା ପାଟ : ନୂଆପାଟଣାରୁ ବରାଦ ଦେଇ ଫେରିଲେ ଦଇତା

ପୁରୀ : ମହାପ୍ରଭୁଙ୍କ ଅଣସର ବେଳେ ଲାଗି ହେବାକୁ ଥିବା ବାସୁଙ୍ଗା ପାଟ ପାଇଁ ଆଜି ଦଇତାପତିଙ୍କ ଏକ ପ୍ରତିନିଧି ଦଳ କଟକ ଜିଲ୍ଲା ତିଗିରିଆ ବ୍ଲକର ନୂଆପାଟଣା ଯାଇ ଫେରିଛନ୍ତି। ଦଇତାମାନେ ମହାପ୍ରଭୁଙ୍କ ଲାଗି ହେବାକୁ ଥିବା ବାସୁଙ୍ଗା ପାଟର ମାନ ପରୀକ୍ଷା କରିବା ପରେ ପ୍ରାୟ ଦୁଇ କ୍ୱିଣ୍ଟାଲ…
ଅଧିକ ଖବର ଦେଖନ୍ତୁ...

ସୁଦର୍ଶନଙ୍କ ବାଲୁକା କଳାକୁ ୟୁଏନ୍‌ଇର ପ୍ରଶଂସା

ପୁରୀ : ଅନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ଜାତିସଂଘ ପରିବେଶ ବିଭାଗ ୟୁଏନ୍‌ଇ (ଏନ୍‌ଭରମେଣ୍ଟ) ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଛି। ବିଶ୍ୱ ଟର୍ଟଲ ଡେ (କଇଁଛ ଦିବସ) ଅବସରରେ ଶ୍ରୀ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ୍‌…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ କାମ ବିଲ୍‌ ପାଇଁ ଲାଞ୍ଚ ଅଭିଯୋଗ : ଚଢଉ ପାଇଁ ଆସି ମାଡ଼ ଖାଇଲେ, ଭିଜିଲାନ୍ସ ଟିମ୍‌କୁ ଉଦ୍ଧାର କଲା ପୁଲିସ

କୋଣାର୍କ : ବୁଧବାର ଅପରାହ୍ନରେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ହାଟୁଆଦଣ୍ଡା ଗାଁ’କୁ ଚଢ଼ଉ କରିବାକୁ ଆସିଥିବା ଭିଜିଲାନ୍‌ସ ଟିମ୍‌ ଓ ଜଣେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଗ୍ରାମବାସୀ ମାଡ଼ ମାରି ଅଟକ ରଖିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ମୋ ଦେହରେ ବୋମା ଖଞ୍ଜି ଦିଅ, କଲମା ବ୍ୟାରେଜ ଉଡ଼ାଇଦେବି: ମହାରଥୀ

ପୁରୀ: ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ତାଙ୍କର ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆଜି ବ୍ରହ୍ମଗିରି ଢାବା ଛକରେ ଆୟୋଜିତ ମହାନଦୀ ମହାସଂଗ୍ରାମ ସମାବେଶରେ ମହାରଥୀଙ୍କ ବୋମା ଉପାଖ୍ୟାନ ପୁଣି ଥରେ ଚର୍ଚ୍ଚା ପ୍ରସଙ୍ଗକୁ ଆସିଛି। ସଭାରେ ମନ୍ତ୍ରୀ ଶ୍ରୀ…
ଅଧିକ ଖବର ଦେଖନ୍ତୁ...