ଅନୁସନ୍ଧାନ କରୁଥିବା ବର୍ଗ

ନିର୍ବାଚନ-୨୦୧୯

ଦିଲ୍ଲୀରେ ପ୍ରଦୂଷଣ ହେତୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ଘୋଷଣା ହେଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ନ କମିବା କାରଣରୁ ଦିଲ୍ଲୀ ସରକାର ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ନିକଟରେ ଏକ ଘୋଷଣା କରି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି, ‘ଇପିସିଏ ପକ୍ଷରୁ ସାର୍ବଜନିକ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ହରିଆଣା: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଖଟ୍ଟର, ଉପ ମୁଖ୍ୟମନ୍ତ୍ରୀ ଭାବେ ଚୌତାଲା

ଚଣ୍ଡିଗଡ଼: ହରିଆଣାରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ସରକାର ଗଢ଼ିବାର ୪୮ ଘଣ୍ଟା ମଧ୍ୟରେ ରବିବାର ମୁୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋହର ଲାଲ ଖଟ୍ଟର। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ଉପସ୍ଥିତରେ ଶପଥ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଅଡ଼ୁଆ ଛିଣ୍ଡୁନି : ଜିଦ୍‌ରେ ଶିବସେନା ଅଟଳ, ଆଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାପ

ମୁମ୍ବାଇ : ହରିୟାଣାରେ ବିଜେପି ପାଇଁ ସଙ୍କଟ ଟଳି ଯାଇଥିବା ବେଳେ ମହାରାଷ୍ଟ୍ରରେ ଶିବସେନା ଅଡ଼ୁଆ ବଢ଼ାଇଛି। ମହାରାଷ୍ଟ୍ରରେ ୫୦-୫୦ ଫର୍ମୁଲା ଲାଗୁ କରିବାପାଇଁ ଶିବସେନାର ଦାବି ଜୋର୍‌ ଧରିଛି। ଏହି ୫୦-୫୦ ଫର୍ମୁଲା ଆଧାରରେ ଉଭୟ ବିଜେପି ଏବଂ ଶିବସେନାକୁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ…
ଅଧିକ ଖବର ଦେଖନ୍ତୁ...

ଶିବସେନାର ଦାବି : ମୁଖ୍ୟମନ୍ତ୍ରୀ ଆସନ ୫୦:୫୦ ଫର୍ମୁଲାରେ ବଣ୍ଟାଯିବ ବୋଲି ଅମିତ ଶାହା ଲିଖିତ ପ୍ରତିଶ୍ରୁତି ନ ଦେବା…

ମୁମ୍ବାଇ: ହରିୟାଣାରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ମହାରାଷ୍ଟ୍ରରେ ଜାରି ରହିଛି ଅଚଳାବସ୍ଥା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ବାହାରିବାର ୨ ଦିନ ପରେ ବି ସରକାର ଗଠନ ନେଇ ଏଯାବତ୍‌ ନିଷ୍ପତ୍ତି ହୋଇ ପାରୁନାହିଁ। ଗୃହ ମନ୍ତ୍ରୀ ଅମିତ ଶାହା ୫୦:୫୦…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ : ବିଜେଡିର ଐତିହାସିକ ବିଜୟ

ପୂର୍ବସ୍ଥିତି ବଜାୟ ରଖିବାେର ବିଫଳ ହେଲା ବିଜେପି ୫୮୭୩ ଭୋଟ୍‌ ପାଇ ଅମାନତ ହରାଇଲା କଂଗ୍ରେସ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ ଭୁବନେଶ୍ବର : ସାଧାରଣ ନିର୍ବାଚନ ସମୟରେ ହାଣ୍ଡିଶାଳରୁ ପ୍ରମିଳା ବିଷୋୟୀଙ୍କୁ ନେଇ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇଥିଲା ବିଜେଡି। ସେହିଭଳି ବିଜେପୁର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ : ମହାରାଷ୍ଟ୍ରରେ ବିଜେପି ମେଣ୍ଟ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ : ଗତ ଲୋକସଭା ନିର୍ବ‌ାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନରେ ୨୦୧୪ର ସଫଳତାକୁ ଦୋହରାଇ ପାରିନାହିଁ। ହରିୟାଣାରେ ସଂଖ୍ୟାଗରିଷ୍ଠତା ହରାଇଥିବା ବେଳେ ମହାରାଷ୍ଟ୍ରରେ ଅଳ୍ପକେ ବର୍ତିଯାଇଛି। ଏହି ଦୁଇଟି ରାଜ୍ୟରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟର ମହାବିଜୟ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଛକାପଞ୍ଝା

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାପରୀକ୍ଷାରେ ପାସ୍ ହୋଇଛି ବିଜେପି। ୨୮୮ ଆସନରୁ ବିଜେପି-ଶିବସେନା ମେଂଟ ଶେଷ ଖବର ସୁଦ୍ଧା ୧୫୭ ଆସନରେ ବିଜୟୀ ହୋଇ ପୁଣିଥରେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି। କଂଗ୍ରେସ ଏବଂ ଏନସିପି ମେଂଟକୁ ଶହେଟି ସିଟ୍ ମିଳିଛି। ବଡ କଥା ହେଉଛି, ନିର୍ବାଚନ ପରେ ଏଗଜିଟ୍…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ ଝୁଲା ସରକାର

ହରିୟାଣା : ମହାରାଷ୍ଟ୍ରରେ ଶିବସେନା ସହ ମେଂଟ କରି ବିଜେପି, ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି । ତେବେ ହରିଆଣାରେ ଗଣିତ ଓଲଟପାଲଟ ହୋଇଯାଇଛି । ନିର୍ବାଚନ ଫଳାଫଳ କହୁଛି, ହରିୟାଣାରେ ଝୁଲା ସରକାର ଗଠନ ହେବ। ଅର୍ଥାତ୍ କେଉଁ ଦଳକୁ ବି ସଂଖ୍ୟା ଗରିଷ୍ଠତା ମିଳିପାରିନାହିଁ । ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଉପନିର୍ବାଚନରେ ରୀତା ସାହୁଙ୍କ ବିପୁଳ ବିଜୟ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗୁରୁବାର ଅପରାହ୍ଣରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପୁଣିଥରେ ବିଜେପୁରକୁ  ନିଜ ଦଖଲରେ ରଖିଛି ବିଜୁ ଜନତା ଦଳ । ଆଉ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ: ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଭୋଟ୍‌ରେ ଆଗୁଆ

ଭୁବନେଶ୍ୱର: ବିଜେପୁର ବିଧାନସଭା ଉପନିର୍ବାଚନର ସପ୍ତମ ରାଉଣ୍ଡ୍‌ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ସପ୍ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେପି ୧୩୬୨୩ ଖଣ୍ଡ ଏବଂ କଂଗ୍ରେସ ୨୦୫୨ ପ୍ରାର୍ଥୀମାନେ ଖଣ୍ଡ ଭୋଟ୍‌ ପାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...