ଅନୁସନ୍ଧାନ କରୁଥିବା ବର୍ଗ

ଜନାଦେଶ ଓଡ଼ିଶା

ବିଜେଡି ଫର୍ମୁଲାକୁ ଆପଣାଇଲା ବିଜେପି : ୧୦ଟି ଲୋକସଭା କ୍ଷେତ୍ରରୁ ତିନୋଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀଙ୍କୁ ଦେଲା…

ଭୁବନେଶ୍ୱର : ଦୀର୍ଘ ଦିନର ଛକାପଞ୍ଝା ପରେ ବିଜେପି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ଲୋକସଭା ଆସନ ପ୍ରାର୍ଥୀ ତାଲିକା । ଆଉ ଏହି ତାଲିକାରେ ବିଜେପି ୧୦ଟି ଲୋକସଭା ଆସନ ଏବଂ ୯୯ଟି ବିଧାନସଭା କ୍ଷେତ୍ର ପାଇଁ ସିପାହୀ ବାଛିଛି । ତେବେ ବିଜେଡିକୁ କଡ଼ା ଟକ୍କର ଦେବା ପାଇଁ ବିଜେପି ମଧ୍ୟ ବିଜେଡି…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ସୁନ୍ଦରଗଡ଼ ରାଜନୀତି : ବିଜେଡି ପ୍ରାର୍ଥୀ ଯୋଗେଶ ସିଂହଙ୍କୁ ଟକ୍କର ଦେବେ ଦୁଇଦିନ ତଳେ ବିଜେପିରେ…

ଭୁବନେଶ୍ୱର : ବିଜେଡି ଛାଡ଼ିବାର ଦୁଇଦିନ ପରେ ବିଜେପି ଦେଲା ଟିକେଟ୍ । ଏକଥା ଆମେ ଏଥିପାଇଁ କହୁଛୁ ଯେ, ବିଜେପି ଚୂଡ଼ାନ୍ତ ଟିକେଟ୍ ତାଲିକାରେ ଅନେକ ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରୁ ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ବିଜେଡିରୁ ଟିକେଟ୍ ନପାଇବା…
ଅଧିକ ଖବର ଦେଖନ୍ତୁ...

ଓଡିଶା ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରକାଶିତ ତାଲିକାରେ ଦେଖିବାକୁ ମିଳିଲା ନାହିଁ ଧର୍ମେନ୍ଦ୍ରଙ୍କ ନାଁ !

ଭୁବନେଶ୍ୱର : ଦୀର୍ଘ ଦିନର କସରତ ପରେ ଭାରତୀୟ ଜନତା ପାର୍ଟି ଓଡିଶା ପାଇଁ ୯୯ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଡ କଥା ହେଉଛି, ବାହାରୁ ଅସିଥିବା ନେତାଙ୍କୁ ଦଳ ଟିକେଟ ଦେଇଥିବା ବେଳେ ୨୦୧୪ରେ ସ୍ୱାଧୀନ ଭାବେ ଠିଆ ହୋଇ ନିଜ ଦମ୍ ଦେଖାଇଥିବା ନେତାଙ୍କୁ ମଧ୍ୟ ଦଳ ଗୁରୁତ୍ୱ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି ହେଲେ ୭ଟି ବିଧାନସଭା ଆସନ ପାଇଁ ଘୋଷଣା ହେଲା…

ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୧୦ଟି ଲୋକସଭା ଆସନ ଏବଂ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଲୋକସଭା…
ଅଧିକ ଖବର ଦେଖନ୍ତୁ...

୨୦୧୯ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି : ଅନ୍ୟ ଶିବିରରୁ ଆସିଥିବା ନେତାଙ୍କୁ କଲା ପ୍ରାର୍ଥୀ, ଯେଉଁଥିରେ ରହିଛି…

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୪୭ ଆସନରୁ ୯୯ ଜଣଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ଯଦି ପ୍ରାର୍ଥୀ ତାଲିକା ଉପରେ ଦୃଷ୍ଟି ପକାଇବେ ତେବେ ଦଳଡିଆଁ ନେତାଙ୍କୁ ପୁରସ୍କାର ଦେଇଛି ବିଜେପି । ଖାସକରି ବିଜେଡି ଓ କଂଗ୍ରେସ ଶିବିର…
ଅଧିକ ଖବର ଦେଖନ୍ତୁ...

ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ୮% ପ୍ରତିଶତ ମହିଳାଙ୍କୁ ଟିକେଟ୍

ଭୁବନେଶ୍ବର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ୧୦ଟି ଲୋକସଭା ଆସନ ଏବଂ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ବିଜେପିରେ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ରହିଥିବା ଚର୍ଚ୍ଚା ହେଉଥିଲା । ଆଉ ଏହାରି ଭିତରେ ଆଜି ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୦୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି; ଦାମ, ପ୍ରକାଶ,ନାରାୟଣ ରାଓ ଓ କୁସୁମଙ୍କୁ…

ନୂଆଦିଲ୍ଲୀ:  ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ଅନେକ ବଡ଼ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ନେତା ମଧ୍ୟ ସାମିଲ ଅଛନ୍ତି । ଏପରିକି…
ଅଧିକ ଖବର ଦେଖନ୍ତୁ...

୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଜୟପୁରରେ କରିବେ ନିର୍ବାଚନୀ ପ୍ରଚାର!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଯଦି ମୋଦି ଏହି ଗସ୍ତ କରନ୍ତି, ତା’ହେଲେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ହେବ ତାଙ୍କର ପ୍ରଥମ ଗସ୍ତ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋଦି କୋରାପୁଟ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ବିଜେଡି ଛାଡ଼ି କଂଗ୍ରେସରେ ଯୋଗଦେଲେ ୬୦ ଜଣ କର୍ମୀ

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ଜୟନ୍ତଗୁରି ଗ୍ରାମ ପଞ୍ଚାୟତରେ ଗୁରୁବାର ବିଜୁ ଜନତେ ଦଳ ଛାଡି ୬୦ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଛନ୍ତି। ମିଶ୍ରଣ ପର୍ବରେ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ତାରା ପ୍ରସାଦ ବାହିନୀପତି ଓ ଜୟପୁର ସଭାପତି ବସନ୍ତ ନାଏକଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୦ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ: ଭୁବନେଶ୍ୱରରୁ ଅପରାଜିତା, କେନ୍ଦ୍ରାପଡ଼ାରୁ ବୈଜୟନ୍ତ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଗୁରୁବାର ୧୮୪ ଲୋକସଭା ଆସନ ସମେତ ଓଡ଼ିଶାର ୧୦ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବିଜେପିର ଘୋଷଣା ଅନୁସାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରିଣୀ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ। ସେହିପରି ବିଜେପି…
ଅଧିକ ଖବର ଦେଖନ୍ତୁ...