ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ପୁରୀ: ସରିଲା ଘୋଷ ଯାତ୍ରା। ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆସନ୍ତାକାଲି ବୁଧବାର ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାର ଅନ୍ତିମପର୍ବ: ନୀଳାଦ୍ରିବିଜେ

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ତିମପର୍ବ ହେଉଛି ‘ନୀଳାଦ୍ରିବିଜେ’। ଜ୍ୟେଷ୍ଠ ଶୁକ୍ଳଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରର ସିଂହଦ୍ଵାରକୁ ଫେରିବା ପରେ, ଶ୍ରୀଜିଉମାନେ ଯେଉଁଦିନ ନୀଳାଦ୍ରିକନ୍ଦରର ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରନ୍ତି, ସେହିଦିନଟି…
ଅଧିକ ଖବର ଦେଖନ୍ତୁ...

ରଥଭୋଗ: ‘ଆହୁଡ଼ା’ ପନ୍ତି ଓ ‘ବାହୁଡ଼ା’ ପନ୍ତି

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ଗୋଟିଏ ବିଶେଷ ଅନୁଷ୍ଠାନ ହେଉଛି ‘ପନ୍ତି ଭୋଗ’। ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଅନୁସାରେ ‘ପନ୍ତି’ର ଅର୍ଥ ପଥ ଏବଂ ‘ପନ୍ତିଭୋଗ’ ହେଉଛି ପଥଭୋଗ। ଦେବପ୍ରତିମା ଗ୍ରାମଦାଣ୍ଡରେ ବିଜେ କଲାବେଳେ ପ୍ରତ୍ୟେକ ଗୃହସ୍ଥର ସାମନା ଦାଣ୍ଡରେ କିଛିକ୍ଷଣ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ା ଯାତ୍ରା ଆରମ୍ଭ: ଅପରାହ୍ଣ ୪ଟାରେ ରଥଟଣା

ପୁରୀ: ପାରମ୍ପରିକ ରୀତିରେ ରବିବାର ପ୍ରତ୍ୟୁଷରୁ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ଗହଳି ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ପ୍ରାୟ ତିନି ଲକ୍ଷ ସରିକି ଯାତ୍ରୀ ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା ଆକଳନ କରାଯାଉଛି। ଗତ ରାତିରେ…
ଅଧିକ ଖବର ଦେଖନ୍ତୁ...

ରଥର ପଥ: ପାଟଣା, କାନ୍ତାର ଓ ଶରଧାବାଲି

ସାତଭାଗରେ ବିଭକ୍ତ ବଡ଼ଦାଣ୍ଡର ଚାରିଖଳା ବ୍ୟତୀତ, ଅନ୍ୟ ତିନିଭାଗ ହେଉଛି- ପାଟଣା, କାନ୍ତାର ଓ ଶରଧାବାଲି। ତାହା ସଂକ୍ଷେପରେ ଏହିପରି- ୫. ପାଟଣା: ବଳଗଣ୍ଡିଠାରେ ମାଳିନୀ ନଦୀ ରଥର ପଥକୁ ବିଭକ୍ତ କରି ପ୍ରବାହିତ ହେଉଥିଲା ଏବଂ ସେହିଠାରୁ ବଡ଼ଶଙ୍ଖ ପର୍ଯ୍ୟନ୍ତ ବିସ୍ତୃତ ଥିଲା ପାଟଣା ଓ…
ଅଧିକ ଖବର ଦେଖନ୍ତୁ...

ମାଉସୀ ମାଆ ମନ୍ଦିର

ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଝିରେ ମାଉସୀ ମାଆ ମନ୍ଦିର ଅବସ୍ଥିତ। ଅର୍ଦ୍ଧାସିନୀ ଦେବୀ ମନ୍ଦିରର ଆରାଧ୍ୟା ଠାକୁରାଣୀ ଏବଂ ଠାକୁରମାନଙ୍କର ମାଉସୀ ମାଆ ଭାବେ ଖ୍ୟାତ। ବାହୁଡ଼ା ଦିନ ଠାକୁରମାନେ ରଥରେ ଏହି ବାଟ ଦେଇ ଫେରିବା ବେଳେ ମାଉସୀ ମାଆଙ୍କଠାରୁ ପୋଡ଼ପିଠା ଖାଇଥା’ନ୍ତି। ଦେବୀ…
ଅଧିକ ଖବର ଦେଖନ୍ତୁ...

ରଥର ପଥ: ବଡ଼ଦାଣ୍ଡର ଚାରିଖଳା

ଯେଉଁ ପଥ ଦେଇ ଶ୍ରୀଗୁଣ୍ଡିଚା ଯାତ୍ରାର ତିନିରଥ ଗୁଣ୍ଡିଚା ମନ୍ଦିରକୁ ଯାଏ ଏବଂ ଯେଉଁ ପଥ ଦେଇ ସେହି ତିନିରଥ ସେଠାରୁ ଶ୍ରୀମନ୍ଦିରକୁ ଆସେ- ତାହା ହେଉଛି ‘ରଥମାର୍ଗ’ ବା ‘ରଥଦାଣ୍ଡ’। ଲୋକମୁଖରେ ତଥା ଓଡ଼ିଆ ଭକ୍ତି ସାହିତ୍ୟ ପରମ୍ପରାରେ ତାହା ‘ବଡ଼ଦାଣ୍ଡ’। ‘ବଡ଼ଠାକୁର’ କହିଲେ…
ଅଧିକ ଖବର ଦେଖନ୍ତୁ...

‘ହେରାପଞ୍ଚମୀ’ର ରସ ଓ ରହସ୍ୟ

ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର ଏକ ରସପୂର୍ଣ୍ଣ ଓ ରହସ୍ୟମୟ ନୀତି ହେଉଛି ‘ହେରାପଞ୍ଚମୀ’। ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଆରମ୍ଭ ହେଉଥିବା ରଥଯାତ୍ରାର ପଞ୍ଚମଦିନ ଅନୁଷ୍ଠିତ ହେଉଥିବାରୁ ଏହା ‘ହେରାପଞ୍ଚମୀ’। କିନ୍ତୁ ଏହାର ତିଥି- ଆଷାଢ଼ ଶୁକ୍ଳ ଷଷ୍ଠୀ। ଏହାର କାହାଣୀ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିପାଇଁ ସେମାନଙ୍କୁ ଧାଡ଼ିବାନ୍ଧି ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡିଥିଲା। ସେପଟେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଛି। ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆଜି ହେରାପଞ୍ଚମୀ; ମହାପ୍ରଭୁଙ୍କ ବନକଲାଗି

ପୁରୀ: ଶ୍ରୀମନ୍ଦିର ଛାଡ଼ି ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିଛନ୍ତି। ସାଙ୍ଗରେ ଭାଇ-ଭଉଣୀଙ୍କୁ ଧରି ଚାଲି ଆସିଥିବାରୁ ବିରହିଣୀ ମା’ ମହାଲକ୍ଷ୍ମୀ ଠାକୁରାଣୀ ଚିନ୍ତାରେ ଅଛନ୍ତି। ୪ ଦିନର ବିରହ ବେଦନା ମା’ଙ୍କୁ ଅସହ୍ୟ କଲାଣି। ବିରହ ବେଦନାକୁ ବଖାଣିବା ପରେ ମା’ ମହାଲକ୍ଷ୍ମୀଙ୍କୁ…
ଅଧିକ ଖବର ଦେଖନ୍ତୁ...