ଅନୁସନ୍ଧାନ କରୁଥିବା ବର୍ଗ
କେରଳ ବନ୍ୟା
କେରଳ ବନ୍ୟା: ୪୮୩ ମୃତ, ୧୫ ଜଣଙ୍କର ପତ୍ତା ମିଳୁନାହିଁ ; ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଲେ ରିପୋର୍ଟ
ତିରୁବନନ୍ତପୁରମ୍: କେରଳରେ ବନ୍ୟା ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ପି.ବିଜୟନ ଗୁରୁବାର ଜଣାଇଛନ୍ତି ଯେ ରାଜ୍ୟରେ ସମୁଦାୟ ୪୮୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କର କୌଣସି ଖୋଜଖବର ନାହିଁ।
ବନ୍ୟା ବିପର୍ଯ୍ୟାୟ ପରେ ଚର୍ଚ୍ଚା ପାଇଁ ବିଧାନସଭାର ଏକ ବିଶେଷ ଏକ ଦିନିକିଆ ଅଧିବେଶନରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୨୫ ବର୍ଷ ହେବ ଜେଲ୍ଦଣ୍ଡ ଭୋଗୁଛନ୍ତି ଅଜିଜ୍; ଜେଲ୍ରେ ରୋଜଗାର କରିଥିବା ଟଙ୍କାରୁ ନିଜ ରାଜ୍ୟ କେରଳକୁ ଦେବେ ୧ ଲକ୍ଷ…
ତିରୁବନନ୍ତପୁରମ୍: କେରଳରୁ ବନ୍ୟା ଛାଡ଼ିଯାଇଛି। ହେଲେ ପ୍ରଭାବ ଏବେ ବି ରହିଛି। ବନ୍ୟା ହେତୁ ଘଟିଥିବା କ୍ଷୟକ୍ଷତି ଏତେ ସହଜରେ ଭରଣା କରିବା କେବେ ବି ସମ୍ଭବ ନୁହେଁ। କେରଳବାସୀଙ୍କୁ ଏ ପରିସ୍ଥିତିରେ ଦେଶଠାରୁ ନେଇ ଦେଶ ବାହାର ପର୍ଯ୍ୟନ୍ତ ବହୁ ଅନୁଦାନ ମିଳିବା ପରେ ନିକଟରେ ଜଣେ କଏଦୀଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଉଦାହରଣ ସୃଷ୍ଟି କଲେ ଉଦାର ଆଇଏଏସ୍ ଅଧିକାରୀ; ୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ଉଦ୍ଧାରକରି ପାଲଟିଲେ ହିରୋ
ତିରୁବନନ୍ତପୁରମ୍: ଜଣେ ତେଲୁଗୁ ଆଇଏଏସ୍ ଅଫିସର୍ କେରଳ ବନ୍ୟାରେ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ଜଣେ ହିରୋ ପାଲଟିଛନ୍ତି। ତାଙ୍କ ବୁଦ୍ଧି ହେତୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ୨ ଲକ୍ଷ ଲୋକଙ୍କୁ ବନ୍ୟା ପ୍ରପୀଡ଼ିତ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ପାରିଥିଲା।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସିବିଏସ୍ସି ପକ୍ଷରୁ ଖୁସି ଖବର: କେରଳ ବନ୍ୟାରେ ସାର୍ଟିଫିକେଟ୍ ହଜାଇଥିବା ଛାତ୍ରଛାତ୍ରୀ ପାଇବେ ଡିଜିଟାଲ୍…
ତିରୁବନନ୍ତପୁରମ୍: କେରଳ ବନ୍ୟାରେ ଘରବାଡ଼ିରୁ ନେଇ ଖାଦ୍ୟପଦାର୍ଥ ସବୁ ଧୋଇ ହୋଇଯାଇଥିବା ବେଳେ କାଗଜର ସାର୍ଟିଫିକେଟ ବା କେମିତିି ସୁରକ୍ଷିତ ରହିଥାନ୍ତା! କ୍ଷୟକ୍ଷତି ହେଲେ ଅଗଣିତ ଲୋକଙ୍କ ସ୍ନେହ-ସହାୟତା ସହ ବନ୍ୟା ପରିସ୍ଥିତି ଥମିବା ପରେ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ମାତ୍ର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କେରଳରେ ମାଗଣାରେ ସର୍ଭିସିଂ ସୁବିଧା ପ୍ରଦାନ କରୁଛନ୍ତି ବିଭିନ୍ନ ଅଟୋମୋବାଇଲ କମ୍ପାନି
ନୂଆଦିଲ୍ଲୀ : କେରଳ ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା ପାଇଁ ସାରା ଭାରତ ଏକ ହୋଇଯାଇଛି । ସାଧାରଣ ଲୋକମାନଙ୍କଠାରୁ ଆରମ୍ଭ କରି ସରକାର ଓ କର୍ପୋରେଟ ହାଉସ ସମସ୍ତେ ସହାୟତାର ହାତ ବଢାଇଛନ୍ତି । ଅଟୋମୋବାଇଲ କମ୍ପାନିମାନେ ମଧ୍ୟ ଲୋକମାନଙ୍କୁ ସହାୟତା କରିବାକୁ ମାଗଣା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭାଇଚାରାର ବିରଳ ଦୃଶ୍ୟ: ବନ୍ୟାରେ ମସ୍ଜିଦ୍ ଜଳମୟ ହେବା ପରେ ଇଦ୍ ଅବସରରେ ମୁସଲ୍ମାନ ପଡ଼ୋଶୀଙ୍କ ପାଇଁ ଖୋଲିଲା…
ନୂଆଦିଲ୍ଲୀ: ଯେତେବଳେ କିଛି ବିପଦ ଆସେ ସେତେବେଳେ ମଣିଷ ସବୁକିଛି ଭୁଲି ମାନବିକତାକୁ ଧର୍ମ ବୋଲି ଭାବେ। ଏପଟେ କେରଳରେ ବନ୍ୟା ବିପର୍ଯ୍ୟାୟରେ ଲୋକ ଛଟପଟ ହେଉଥିବା ବେଳେ ଅନ୍ୟପକ୍ଷରେ ଲୋକଙ୍କ ଭିତରେ ଥିବା ଧର୍ମନିରପେକ୍ଷତା ଏକ ନିଆରା ଉଦାହାରଣ ସୃଷ୍ଟି କରିଛି। ଭିନ୍ନ ସଂପ୍ରଦାୟର ଲୋକ ହେଲେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ରାଜ୍ୟର ମୁଖିଆଙ୍କଠାରୁ ବି ଅଧିକ ସାହାଯ୍ୟ ଦେଲେ ସଲମାନ
ତିରୁବନନ୍ତପୁରମ୍: ବଲିଉଡ୍ରେ ଜଣେ ସହୃଦୟ ଭାବେ ସଲମାନ ଖାନ୍ ବେଶ୍ ଜଣାଶୁଣା। କେହି କେବେ ଅସୁବିଧାରେ ପଡ଼ିଲେ ଆଗେ ପଡ଼ନ୍ତି ଦବଙ୍ଗ ବୟଙ୍କ ଆଖିରେ। ସେ ନିଜ ସାମର୍ଥ୍ୟ ମୁତାବକ୍ ଲୋକଙ୍କ ସେବା କରିବାର ସୁଯୋଗ କେବେ ବି ହାତ ଛଡ଼ା କରନ୍ତି ନାହିଁ। ଏପରକିି ତାଙ୍କର ‘ବିଙ୍ଗ୍ ହୁମ୍ୟାନ୍’…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କୁନି ଝିଅର ମହାନତା; ମାଆ ମନା କରିବା ସତ୍ତ୍ୱେ କେରଳ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲେ ହାର୍ଟ ସର୍ଜରି ପାଇଁ…
କେରଳୀ ବନ୍ୟା ପ୍ରପୀଡ଼ିତଙ୍କୁ ବିଭିନ୍ନ ଆଡୁ ଅନୁଦାନ ମିଳୁଥିବା ବେଳେ ୧୨ ବର୍ଷ ବୟସର କୁନି ଝିଅ ଅକ୍ଷୟାଙ୍କ ଦାନ କିନ୍ତୁ ଚର୍ଚ୍ଚାର ବିଷୟ ପାଲଟିଛି। କେରଳବାସୀ କେଉଁଭଳି ଭାବେ ବନ୍ୟାକୁ ସାମ୍ନା କରି ହଇରାଣ ହେଉଛନ୍ତି ତାହା ଟିଭିରେ ଦେଖିବା ପରେ ଅକ୍ଷୟାଙ୍କ ହୃଦୟ କାନ୍ଦି ଉଠିଥିଲା। ଗତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଛାତ, ବାଲକୋନି, ଗଛରୁ ବନ୍ୟା ପ୍ରପୀଡ଼ିତଙ୍କୁ ଉଦ୍ଧାରିଲେ ମହିଳା ପାଇଲଟ୍; ଭୂଇଁରୁ ୧୦ ମିଟର ଭିତରେ ହେଲିକପ୍ଟର ଯୋଗେ…
ତିରୁବନନ୍ତପୁରମ୍: ନିକଟରେ କେରଳରେ ବନ୍ୟା ହେବା ପରେ ଉଦ୍ଧାରକାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବାୟୁସେନା। ବାୟୁସେନାର ପାଇଲଟ୍ମାନେ ଏହି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଉଲ୍ଲେଖ ଦାବି କରନ୍ତି ଆଇଏଏଫ୍ ପାଇଲଟ ଲ୍ୟୁଟ୍ନାଣ୍ଟ୍ ସ୍ୱାତୀ ରାଠୋର। ସ୍ୱାତୀ ଦୁଇ ବର୍ଷ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
କେରଳ ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ୧୨ବର୍ଷୀୟ ଝିଅ ୧୯ଲକ୍ଷ ଟଙ୍କାର ସୁନାର କେକ୍ ଓ ୪ବର୍ଷର ଝିଅ ଜନ୍ମଦିନ ଉପହାରରେ…
ତିରୁବନନ୍ତପୁରମ୍: କେରଳ ବନ୍ୟା ଦୁର୍ଗତଙ୍କ ସାହାର୍ଯ୍ୟ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସରକାର ଓ ଅନ୍ୟ ସଂସ୍ଥା ଆଗେଇ ଆସିଛନ୍ତି। ଏହି କ୍ରମରେ ନିକଟରେ ଜଣେ ନଅ ବର୍ଷିୟ ବାଳିକା ୯ହଜାର ଟଙ୍କା ଦାନ କରିବା ସହିତ ଭାଇଭଉଣୀ ଜମି ଦାନ କରିଥିବା ଶୁଣିବାକୁ ମିଳିଥିଲା। ଏବେ କେରଳ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...