Advertisment
Boudhayan Acharya profile image

Boudhayan Acharya

ବୋୖଦ୍ଧାୟନ ଆଚାର୍ଯ୍ୟଙ୍କର ସାମ୍ବାଦିକତାରେ ୮ ବର୍ଷର ଅଭିଜ୍ଞତା ଅଛି। ଆଇଆଇଏମସିରୁ ସାମ୍ବାଦିକତା ପାଠପଢ଼ା ସମାପ୍ତ କରିବା ପରେ, ସେ କନକ ନ୍ୟୁଜରୁ ତାଙ୍କର ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। କନକ ନ୍ୟୁଜରେ ପ୍ରାୟ ଦେଢ଼ ବର୍ଷ ଲେଖାର କଳା ଶିଖିବା ପରେ, ସେ ହାଇଦ୍ରାବାଦର ଇଟିଭି ଭାରତ ପ୍ରତିଷ୍ଠାନରେ ପହଞ୍ଚିଲେ, ଯେଉଁଠାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିବା ପରେ, ସେ ୨୦୧୯ରୁ ସମ୍ବାଦ ଡଟ ଇନରେ ଯୋଗ ଦେଇଥିଲେ। ଏଠାରେ ସେ ରାଜ୍ୟ, ଜାତୀୟ ସହ ବାଣିଜ୍ୟ ବିଭାଗରେ ଖବର ଲେଖୁଛନ୍ତି | ନୂଆ ଢଙ୍ଗରେ ଖବରକୁ ପ୍ରସ୍ତୁତ କରିବା ହେଉ କି ଫଟୋକୁ ନେଇ ଖବର ଲେଖିବାରେ ସେ ରୁଚି ରଖନ୍ତି | ବୌଦ୍ଧାୟନ ସୋସିଆଲ ମିଡିଆରେ ମଧ୍ୟ ଅପଡେଟ୍ ରୁହନ୍ତି ଏବଂ ପ୍ରତିଦିନ କିଛି ନୂଆ ଶିଖିବାକୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତି।

nasbandi

ସଞ୍ଜୟ ଗାନ୍ଧୀ ନୁହଁନ୍ତି, ଏହି ବ୍ୟକ୍ତି ଦେଇଥିଲେ ପୁରୁଷ ବନ୍ଧ୍ୟାକରଣର ବୁଦ୍ଧି

ashita

ଅଲ୍ଟୋ କାର ବି କିଣିବାକୁ ସକ୍ଷମ ନାହିଁ: ଆଶିତା

shah

ୱାକଫ ବୋର୍ଡରେ କୌଣସି ଅଣ-ମୁସଲିମ ବ୍ୟକ୍ତିଙ୍କୁ ସାମିଲ କରାଯିବ ନାହିଁ: ଶାହ

accident

ବସକୁ ଧକ୍କା ଦେଲା ଏସୟୁଭି, ୫ ଜଣଙ୍କର ମୃତ୍ୟୁ

digbesh

ମହଙ୍ଗା ପଡିଲା ଖେଳାଳିଙ୍କୁ ଅଶୋଭନୀୟ ବ୍ୟବହାର, କଟିଲା ମ୍ୟାଚ ଫି

physicswalla

ବିକ୍ରି ହୋଇଯିବ କି ବିକାଶ ଦିବ୍ୟକୀର୍ତ୍ତିଙ୍କ ଦୃଷ୍ଟି ଆଇଏଏସ ଏକାଡେମି?

ଆଇପିଏଲ୍‌: ଆନ୍ତର୍ଜାତିକ ଅଭିଜ୍ଞତା କମ୍‌, ତଥାପି ଆୟର, ନାୟର,ସାମସନ୍ ଓ ରାଣା ଅଧିନାୟକ

ରାଜସ୍ଥାନ ରୟାଲସ ପାଇଁ ଆସିଲା ଖୁସି ଖବର, ସଞ୍ଜୁ ସାମସନଙ୍କୁ ମିଳିଲା କ୍ଲିନ୍ ଚିଟ୍

zaheer

ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ହାରିବା ପରେ ଏହି ବାହାନା କଲେ ଜାହିର

ଅଣ ଆନ୍ତର୍ଜାତିକ କ୍ରିକେଟର୍‌ ଭାବେ ଜୟସ୍ବାଲ୍‌ଙ୍କ କୀର୍ତ୍ତିମାନ

ଆଇପିଏଲ ମଧ୍ୟରେ ଦଳ ବଦଳାଇବାକୁ ଚିଠି ଲେଖିଲେ ଯଶସ୍ୱୀ ଜୟସୱାଲ

mamata

ମମତା ପ୍ରଧାନମନ୍ତ୍ରୀ ହେବାକୁ ବହୁତ ଚେଷ୍ଟା କରିଥିଲେ: ଶିବସେନା ନେତ୍ରୀ

Advertisment
ସବସ୍କ୍ରାଇବ କରନ୍ତୁ