breaking ଅଜଣା ଗାଡ଼ି ଧକ୍କାରେ ମା’-ପୁଅ ମୃତ। ବାଲେଶ୍ବର ଜିଲ୍ଲା ରେମୁଣା ଥାନା ନୂଆଗାଁ ଛକରେ ସଡ଼କ ଦୁର୍ଘଟଣା। ମୃତକଙ୍କ ମିଳିନି ପରିଚୟ। ସ୍ଥାନୀୟ ଲୋକଙ୍କ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ। Advertisment April 19, 2024, 04:16 PM IST 19 Apr 2024 16:16 IST Mahendra Sahu Follow Us