breaking ଅତ୍ୟଧିକ କରୋନା ସଂକ୍ରମିତ ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍। ଅନୁଧ୍ୟାନ ପାଇଁ ଦେଶର ୩ଟି ରାଜ୍ୟକୁ ଯିବ ଟିମ୍। ମହାରାଷ୍ଟ୍ର, ପଂଜାବ ଓ ଛତିଶଗଡ଼କୁ ଯିବ। ଟିମ୍ରେ ରହିବେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀ। Advertisment April 04, 2021, 05:47 PM IST 04 Apr 2021 17:47 IST Mahendra Sahu Follow Us