ଆଇଏଫ୍ଏସ୍ ଅଭୟ ପାଠକ ଓ ପୁଅ ଆକାଶଙ୍କ ଜାମିନ ମଂଜୁର କଲେ ଭିଜିଲାନ୍ସ କୋର୍ଟ। ୬୦ ଦିନ ମଧ୍ୟରେ ଚାର୍ଜସିଟ ଦେଇନପାରିବାରୁ ଜାମିନ ମିଳିଲା। ଉଭୟଙ୍କୁ ଜାମିନ ନେଇ ସୂଚନା ଦେଲେ ପାଠକଙ୍କ ଓକିଲ ଅରୂପ ଚାନ୍ଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe