ଆଇପିଏସ୍‌ ସ୍ତରରେ ଅଦଳବଦଳ: ମୟୂରଭଞ୍ଜ ଏସପି ବି.ଗଙ୍ଗାଧରଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି। ନବରଙ୍ଗପୁର ଏସପି ଏସ ସୁଶ୍ରୀଙ୍କୁ ମୟୂରଭଞ୍ଜରେ ଅବସ୍ଥାପିତ। ବାଲିଗୁଡ଼ା ଏସ୍‌ଡ଼ିପିଓ ରୋହିତ ବର୍ମା ହେଲେ ନବରଙ୍ଗପୁର ଏସପି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସୂଚନା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe